ମଧ୍ୟ ପ୍ରଦେଶ
ଦେଖଣା
(Madhya Pradeshରୁ ଲେଉଟି ଆସିଛି)
ମଧ୍ୟ ପ୍ରଦେଶ | |
---|---|
ଦେଶ | ଭାରତ |
ସ୍ଥାପନ | ୧ ନଭେମ୍ବର ୧୯୫୬ |
ରାଜଧାନୀ | ଭୋପାଲ |
ବୃହତ୍ତମ ନଗର | ଇନ୍ଦୋର |
ଜିଲ୍ଲା ସଂଖ୍ୟା | ୫୦ |
Government | |
• ରାଜ୍ୟପାଳ | ରାମ ନରେଶ ଯାଦବ |
• ମୁଖ୍ୟମନ୍ତ୍ରୀ | ଶିବରାଜ ସିଂ ଚୌହାନ |
• ନ୍ୟାୟପାଳିକା | ଏକ ନ୍ୟାୟପାଳିକା (୨୩୦ ଆସନ) |
• ସାଂସଦ | ୨୯ (ଲୋକ ସଭା) |
Area | |
• ସମୁଦାୟ | 308252 km2 (1,19,017 sq mi) |
• Rank | ୨ୟ |
Population (୨୦୧୧) | |
• Total | ୭୫୬୯୭୫୬୫ |
• Rank | ୬ଷ୍ଟ |
• Density | 250/km2 (640/sq mi) |
Time zone | UTC ୦୫:୩୦ (IST) |
ISO 3166 code | IN-MP |
HDI | ୦.୪୮୮ (କମ) |
HDI କ୍ରମାଙ୍କ | ୨୬ ତମ(୨୦୦୫) |
ସାକ୍ଷରତା | ୭୬.୫% |
ସରକାରୀ ଭାଷା | ହିନ୍ଦୀ |
Website | mp.gov.in |
ମଧ୍ୟ ପ୍ରଦେଶ ଭାରତର ମଧ୍ୟଭାଗରେ ଥିବା ଏକ ରାଜ୍ୟ ।ଏହାର ରାଜଧାନୀ ଭୋପାଳ । ଏହାର ବଡ଼ ସହର ଇନ୍ଦୋର । ଏହାର ଭୌଗୋଳିକ ଅବସ୍ଥିତି ଯୋଗୁଁ ଏହାକୁ "ଭାରତର ହୃଦୟ" କୁହାଯାଏ । କ୍ଷେତ୍ରଫଳ ଦୃଷ୍ଟିରୁ ଏହା ଦେଶର ଦ୍ୱିତୀୟ ବୃହତମ ରାଜ୍ୟ ଏଟେ । ଜନସଂଖ୍ୟା ଦୃଶ୍ଟିରୁ ଏହା ଦେଶର ପଞ୍ଚମ ବୃହତମ ରାଜ୍ୟ । ଏହାର ଉତ୍ତର-ପଶ୍ଚିମରେ ରାଜସ୍ଥାନ , ପଶ୍ଚମରେ ଗୁଜରାଟ , ଦକ୍ଷିଣରେ ମହାରାଷ୍ଟ୍ର , ଦକ୍ଷିଣ-ପୂର୍ବରେ ଛତିଶଗଡ଼ , ଉତ୍ତର-ପୂର୍ବରେ ଉତ୍ତରପ୍ରଦେଶ ଅଛି ।
ଭୂଗୋଳ
[ସମ୍ପାଦନା]ଇତିହାସ
[ସମ୍ପାଦନା]ଭାଷା ଓ ସାହିତ୍ୟ
[ସମ୍ପାଦନା]== ଆଧାର ==ବୋଲ୍ଡ (Bold) ଲେଖା
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ମଧ୍ୟ ପ୍ରଦେଶ
ବାବଦରେ ମାଧ୍ୟମ ରହିଛି ।
- MP Government Portal
- Madhya Pradesh State Tourism Development Corporation
- Provisional Population Totals - 2011 Census of India: Madhya Pradesh
- Madhya Pradesh travel guide from Wikivoyage
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |