ହିମାଂଶୁ ଶେଖର ଫତେସିଂହ
ଦେଖଣା
ହିମାଂଶୁ ଶେଖର ଫତେସିଂହ | |
---|---|
ଜନ୍ମ | ବାଲିଗାଡ଼ିଆ, ଜଙ୍କିଆ, ଖୋର୍ଦ୍ଧା | ୨୦ ଫେବୃଆରୀ ୧୯୭୨
ଜାତୀୟତା | ଭାରତୀୟ |
ପୁରସ୍କାର | ଜନପ୍ରିୟ ବିଜ୍ଞାନ ପୁରସ୍କାର, ପ୍ରକୃତି ବନ୍ଧୁ ପୁରସ୍କାର |
ହିମାଂଶୁ ଶେଖର ଫତେସିଂହ ଜଣେ ଓଡ଼ିଆ ବିଜ୍ଞାନ ଲେଖକ । ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ନିକଟସ୍ଥ ବାଲିଗାଡ଼ିଆ ଗ୍ରାମରେ ୧୯୭୨ ମସିହା ଫେବୃଆରୀ ୨୦ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ସେ ମୁଖ୍ୟତଃ ବିଜ୍ଞାନ ଭିତ୍ତିକ ପୁସ୍ତକ ରଚନା କରନ୍ତି ।[୧]
ରଚନାବଳୀ
[ସମ୍ପାଦନା]ବିଜ୍ଞାନ ପୁସ୍ତକ
[ସମ୍ପାଦନା]- ଆମ ମାପ ଯନ୍ତ୍ର ବିଜ୍ଞାନ
- ଆମ ମଙ୍ଗଳ ବିଜ୍ଞାନ
- ଆମ ଜହ୍ନରାଇଜ ବିଜ୍ଞାନ
- ଆମ ଗ୍ରହାଣୁ ବିଜ୍ଞାନ
- ଆମ ଧୂମକେତୁ ବିଜ୍ଞାନ
- ଆମ ଶୁକ୍ର ବିଜ୍ଞାନ
- ଆମ ଶନି ବିଜ୍ଞାନ
- ଆମ ବାମନ ଗ୍ରହ ବିଜ୍ଞାନ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଶିଶୁ ସାହିତ୍ୟ ସମ୍ମାନ: ଶିଶୁ ସାହିତ୍ୟ ସଂସଦ, କେନ୍ଦୁଝର, ୨୦୧୧
- ପ୍ରକୃତି ବନ୍ଧୁ: ଓଡ଼ିଶା ସରକାର, ୨୦୧୦
- ଗୋପୀନାଥ ମହାନ୍ତି ପ୍ରତିଭା ପୁରସ୍କାର: ବିଜ୍ଞାନ ପ୍ରଚାର ସମିତି (୨୦୦୯)
- ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସମ୍ମାନ, ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦ, ପୁରୀ (୨୦୦୬)
- ଇସ୍ୱା ସମ୍ମାନ, ଭାରତୀୟ ବିଜ୍ଞାନ ଲେଖକ ସଂଘ, ନୂଆଦିଲ୍ଲୀ (୨୦୦୬)
- ସୁକୁମାର-ସୁନନ୍ଦା ଜନପ୍ରିୟ ବିଜ୍ଞାନ ପୁରସ୍କାର: ବିଜ୍ଞାନ ପ୍ରଚାର ସମିତି, କଟକ (୨୦୦୫)
ଭାଗନେଇଥିବା ସମ୍ମିଳନୀ
[ସମ୍ପାଦନା]- Role of Newspaper in Communicating on Climate Change. Developing Science & Technology Culture to Create Green Quality of Life[୨]
ଆଧାର
[ସମ୍ପାଦନା]- ↑ Fatesingh, Himansu Sekhar. "18th APFEJ Congress of Environmental Journalists" (PDF). APFEJ. Retrieved 10 March 2014.
- ↑ "Role of Newspaper in Communicating on Climate Change". Developing Science & Technology Culture to Create Green Quality of Life. Archived from the original on 21 February 2014. Retrieved 10 March 2014.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |