Jump to content

ଶିରିଡ଼ି

Coordinates: 19°46′N 74°29′E / 19.77°N 74.48°E / 19.77; 74.48
ଉଇକିପିଡ଼ିଆ‌ରୁ
ଶିରଡ଼ି
ସାଇନଗର
ଟାଉନ
ଶିରଡ଼ି ସାଇ ବାବା (Sai Baba of Shirdi)
ଶିରଡ଼ି ସାଇ ବାବା (Sai Baba of Shirdi)
Nickname(s): 
ଶିରଡ଼ି ନଗରୀ;
ସାଇନଗର ଶିରଡ଼ି
ଶିରଡ଼ି is located in Maharashtra
ଶିରଡ଼ି
ଶିରଡ଼ି
ଶିରଡ଼ି is located in India
ଶିରଡ଼ି
ଶିରଡ଼ି
Coordinates: 19°46′N 74°29′E / 19.77°N 74.48°E / 19.77; 74.48
Country ଭାରତ
StateMaharashtra
DistrictAhmednagar
en:Talukaen:Rahata
Government
 • TypeMunicipal Council
 • BodyShirdi Municipal Council
Area
 • ସମୁଦାୟ13 km2 (5 sq mi)
Elevation
504 m (1,654 ft)
Population
 (2011)
 • Total୩୬,୦୦୪
 • Density2,800/km2 (7,200/sq mi)
Languages
 • OfficialMarathi
Time zoneUTC 5:30 (IST)
PIN
423109
Telephone code02423
ଯାନବାହାନ ପଞ୍ଚୀକରଣMH-17
Websitewww.maharashtra.gov.in
ଶିରଡ଼ି


ଶିରଡ଼ି, (pronunciation ; ଅନ୍ୟ ନାମ ସାଇନଗର) ଭାରତର ମହାରାଷ୍ଟ୍ର ପ୍ରଦେଶରେ ଅବସ୍ଥିତ ଏକ ସହର । ଏହା ଅହମଦାବାଦ ଜିଲ୍ଲାର ରାହୁତା ତାଲୁକାରେ ଏବସ୍ଥିତ । ଏଠାକୁ ଅହମଦାବାଦ-ମାଲେଗାଓଁ ରାଜ୍ୟ ରାଜପଥ ସଂଖ୍ୟା ୧୦ରେ ଯାଇହୁଏ । ଏହା ଅହମଦାବାଦରୁ ୧୩ କିମି ଓ କୋପରଗ୍ରାମରୁ ୧୫ କିମି ଦୂରରେ ଅଛି । ଏହି ରାସ୍ତା ଅତ୍ୟନ୍ତ ବ୍ୟସ୍ତ ବହୁଳ ରାସ୍ତାରେ ପଶ୍ଚିମ ସମୁଦ୍ର ରେଖାଠାରୁ ୧୮୫ କିମି ଦୂର ।

ଉନବିଂଶ ଶତାବ୍ଦୀର ସନ୍ଥ ସାଇବାବାଙ୍କ ଘର ରୂପେ ସିରଡ଼ି ବିଦିତ ।[] ସିରଡ଼ିର ଶ୍ରୀ ସାଇବାବା ସଂସ୍ଥାନ ଶ୍ରେଷ୍ଠ ଧନୀ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ ସଂସ୍ଥା ରୂପେ ପରିଚିତ ।[]


ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ଶିରିଡ଼ି ୧୯.୭୬୬୨ ଉତ୍ତର ଅକ୍ଷାଂଶ ଓ ୭୪.୪୭୭୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

ସନ ୨୦୧୧ର ଜନଗଣନା ଅନୁସାରେ ଶିରଡ଼ିର ଜନସଂଖ୍ୟା ୩୬,୦୦୪ ଥିଲା, ପୁରୁଷ ସଂଖ୍ୟା ୫୩% ଓ ମହିଳା ସଂଖ୍ୟା ୩୭% ଥିଲା, ଛଅ ବର୍ଷ ବୟସ ତଳେ ୧୫% ଥିଲେ ।[]

ମରାଠୀ ଶିରିଡ଼ିର ସରକାରୀ ଭାଷା ଅଟେ ।

ପରିବହନ

[ସମ୍ପାଦନା]

ରେଲଗାଡ଼ି

[ସମ୍ପାଦନା]

ମାର୍ଚ୍ଚ ୨୦୦୯ରୁ ସାଇନଗର ଶିରଡ଼ି ରେଲୱେ ଷ୍ଟେସନ ଚାଲୁ ହେଲା । ସନ ୨୦୧୧ରୁ ଚେନଇ,[][] ମୁମ୍ବାଇ, ବିଶାଖାପତନମ, କାକିନାଡା, ବିଜୟୱାଡା, ହାଇଦରାବାଦ, ମହିଶୂର[] ଓ ଅନ୍ୟ କେତେକ ସହରରୁ ଶେଷ ଷ୍ଟେସନ ଭାବରେ ଆସି ଶିରଡିରେ ରହେ ।

ଉଡ଼ାଜାହାଜ

[ସମ୍ପାଦନା]

ଭାରତର ପ୍ରେସିଡେଣ୍ଟ ରାମନାଥ କୋବିନ୍ଦ ଆସି ୧ ଅକ୍ଟୋବର ୨୦୧୭ ତାରିଖ ଦିନ ଶିରଡି ଏୟାରପୋର୍ଟର ଉନ୍ମୋଚନ କରିଥିଲେ । ଏଠାରୁ ଦିଲ୍ଲୀ, ହାଇଦରାବାଦ, ଚେନାଇ ଓ ମୁମ୍ବାଇକୁ ଉଡ଼ାଜାହାଜ ଚାଲେ । ଶିରଡିରୁ ପଶ୍ଚିମକୁ ୧୪ କିମି ଦୂରତେ କୋପରଗାଓଁ ତହସିଲର କକଡ଼ିଠାରେ ଏହି ଏୟାରପୋର୍ଟ ଅବସ୍ଥିତ ।[] ମୂଳ ପ୍ଲାନ ଅନୁସାରେ ଏହାର ତିଆରି ଫେବ୍ରୁଆରୀ ୧୬ରେ ତିଆରି ସମ୍ପନ୍ନ ହେବା ପରେ ମାର୍ଚ୍ଚ ୨୦୧୬ରେ ଏହା କାର୍ଯ୍ୟକ୍ଷମ ହେଲା ।[] ଏହାର ରନୱେକୁ ୨୦୧୭-୨୦୧୮ ସୁଦ୍ଧା ୨୨୦୦ରୁ ୨୩୦୦ ମିଟରକୁ ବୃଦ୍ଧି କରିବାକୁ ପ୍ଲାନ ହୋଇଥିଲା । [୧୦] ଶିରଡ଼ିଠାରୁ ଅଉରଙ୍ଗାବାଦ ଓ ପୁଣେ ଏୟାରପୋର୍ଟ ଦୂରତା ଯଥାକ୍ରମେ ୧୧୫ କିମି ଓ ୧୮୬ କିମି ।

କାର ଦୁରତ୍ୱ

[ସମ୍ପାଦନା]

ଶିରଡ଼ିଠାରୁ ଅହମଦନଗର ଓ କୋପରଗାଓଁ ଦୂରତା ଆହମଦନଗର-ମନମଦ ରାଜ୍ୟ ରାଜପଥ ୧୦ରେ ଯଥାକ୍ରମେ ୮୩ କିମି ଓ ୧୫ କିମି । ମୁମ୍ବାଇରୁ ଏହା ଇଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେରେ ପ୍ରାୟ ୨୪୦ କିମି ଦୂର ।


  1. "Shirdi". Amazing Maharashtra.
  2. "India's top 10 richest temples". www.indiatvnews.com (in ଇଂରାଜୀ). 2013-09-10. Retrieved 2019-12-14.
  3. "Directory of Cities, Towns, and Regions in India". Retrieved 27 September 2015.
  4. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  5. "New trains will start operations from July". The Hindu. 2011-06-30. Retrieved 27 April 2012.
  6. "Coimbatore-Tuticorin Express service from today". The Hindu. Tuticorin. 2011-07-01. Retrieved 27 April 2012.
  7. "Mysore-Shirdi weekly train from Aug 1". The Times of India. Hubli. 2011-07-29. Retrieved 27 April 2012.
  8. "Shirdi airport work in full swing: Official". The Times of India. 2 July 2010. Archived from the original on 14 June 2012. Retrieved 3 June 2012.
  9. Yogesh Naik (3 March 2016). "First trial flight touches down at Shirdi airport". Mumbai Mirror. Retrieved 5 April 2016.
  10. Kunal Anand (10 February 2016). "Maharashtra govt made the runway for Shirdi Airport in 2013, rest of it will be made in 2017!". India Times. Retrieved 5 April 2016.

ବାହାର ଲିଙ୍କ

[ସମ୍ପାଦନା]
  • Shirdi travel guide from Wikivoyage