ମିଗଲିଟୋଲ
ଦେଖଣା
Clinical data | |
---|---|
Trade names | Glyset |
AHFS/Drugs.com | Monograph |
MedlinePlus | a601079 |
License data |
|
Pregnancy </nowiki> </nowiki>category |
|
Routes of </nowiki> </nowiki>administration |
By mouth (tablets) |
Drug class | α-glucosidase inhibitor |
Legal status | |
Legal status |
|
Pharmacokinetic data | |
Bioavailability | Dose-dependent |
Protein binding | Negligible (<4.0%) |
Metabolism | Nil |
Elimination half-life</nowiki> | 2 hours |
Excretion | Kidney (95%) |
Identifiers | |
IUPAC name
| |
Chemical and physical data | |
Formula | C8H17NO5 |
Molar mass | 207.226 g·mol−1 |
3D model (JSmol) | |
Density | 1.458 g/cm3 |
Melting point | 114 °C (237 °F) |
SMILES
| |
InChI
| |
(verify) |
ମିଗଲିଟୋଲ (ଇଂରାଜୀ ଭାଷାରେ Miglitol), ଗ୍ଲାଇସେଟ୍ ଏହାର ବିକ୍ରୟ ନାମ, ହେଉଛି ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହା ପାଟିରେ ଦିଆଯାଏ ।[୧] ଏହା ଉପଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ସହିତ ଏକତ୍ର ବ୍ୟବହୃତ ହୁଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ପେଟ ଯନ୍ତ୍ରଣା ଏବଂ ଅନ୍ତନଳୀରେ ଗ୍ୟାସ ବୃଦ୍ଧି ହୋଇପାରେ ।[୧] ଗର୍ଭାବସ୍ଥାରେ ଏହି ଔଷଧ ନେବା ଯୋଗୁ କ୍ଷତିର କୌଣସି ପ୍ରମାଣ ମିଳିନାହିଁ, କିନ୍ତୁ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୨] ଏହା ଏକ α- ଗ୍ଲୁକୋସିଡେଜ ଇନହିବିଟର ଯାହା ଜଟିଳ ଶ୍ୱେତସାରଗୁଡ଼ିକୁ ଗ୍ଲୁକୋଜରେ ପରିଣତ କରେ ।[୧]
୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମିଗଲିଟୋଲ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୨୪ ଡଲାର ଖର୍ଚ୍ଚ ହୋଇଥାଏ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Miglitol Monograph for Professionals". Drugs.com. Archived from the original on 14 August 2020. Retrieved 18 November 2021.
- ↑ "Miglitol (Glyset) Use During Pregnancy". Drugs.com (in ଇଂରାଜୀ). Archived from the original on 3 December 2020. Retrieved 18 November 2021.
- ↑ ୩.୦ ୩.୧ "Miglitol Prices, Coupons & Savings Tips - GoodRx". GoodRx. Retrieved 18 November 2021.