ଭାଗ୍ୟଲିପି ମଲ୍ଲ
ଦେଖଣା
ଭାଗ୍ୟଲିପି ମଲ୍ଲ | |
---|---|
ଜନ୍ମ | ୧୨ ଫେବୃଆରୀ ୧୯୬୫ |
ଜାତୀୟତା | ଭାରତୀୟ |
ଶିକ୍ଷା | ଡକ୍ଟରେଟ |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ବୃତ୍ତି(ସମୂହ) | ସଂଗ୍ରହାଳୟ ସଂରକ୍ଷିକା, ଓଡ଼ିଆ ସାହିତ୍ୟିକା, ଗବେଷିକା |
ଉଲ୍ଲେଖନୀୟ କୃତି | କାଳ-କାଳାନ୍ତର |
ବୈବାହିକ-ସାଥୀ | ପ୍ରଦୀପ କୁମାର ସିଂହ |
ସନ୍ତାନ | ପ୍ରତୀକ ସିଂହ |
ପିତାମାତା | ମଣିରାମ ମଲ୍ଲ |
ୱେବସାଇଟ | https://www.bhagyalipi.com/ |
ଭାଗ୍ୟଲିପି ମଲ୍ଲ (ଜନ୍ମ: ୧୨ ସେପ୍ଟେମ୍ବର ୧୯୬୫) ଜଣେ ଭାରତୀୟ ସଂଗ୍ରହାଳୟ ସଂରକ୍ଷିକା ଓ ଓଡ଼ିଆ-ଭାଷୀ କବି ଓ ଗବେଷିକା । ସେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ମୁଖ୍ୟ ଭାବରେ କାର୍ଯ୍ୟକରନ୍ତି ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ସେ ୧୯୬୫ ସେପ୍ଟେମ୍ବର ୧୨ରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମଣିରାମ ମଲ୍ଲ । ସେ ପ୍ରଦୀପ କୁମାର ସିଂହଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ପ୍ରତୀକ ବୋଲି ଜଣେ ପୁଅ ଅଛନ୍ତି ।
ରଚନାବଳୀ
[ସମ୍ପାଦନା]- କାଳ-କାଳାନ୍ତର
- ମାଟି ଦର୍ପଣ
- ରୂପ-ରୂପାନ୍ତର
- ସଂସ୍କୃତିର ଅଭିଲେଖ
- ଶିଳାରେ ଶିଳାରେ ଶାକ୍ତକଳା
- ପ୍ରଜାପତିର ରାତିଘର (କବିତା)
- ସ୍ଥାପତ୍ୟରେ ଶକ୍ତି ସଂହିତା (ପ୍ରବନ୍ଧ)[୨]
ଇଂରାଜୀ
[ସମ୍ପାଦନା]- Discovering Odia Culture
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୧୫
- ଝଙ୍କାର ଲଳିତ ନିବନ୍ଧ ସମ୍ମାନ, ୨୦୨୦
- ଓଡ଼ିଆ ଲେଖିକା ସଂସ୍କୃତି ପୁରସ୍କାର
- ସତ୍ୟନାରାୟଣ ରାଜଗୁରୁ ସ୍ମୃତି ସମ୍ମାନ
ଆଧାର
[ସମ୍ପାଦନା]- ↑ "Dr. Bhagyalipi Malla | Odisha State Museum". odishamuseum.nic.in. Retrieved 2024-11-14.
- ↑ https://sarbasadharana.com/?page_id=167