ବୋଙ୍ଗାଇଗାଓଁ
ଦେଖଣା
Bongaigaon City
বঙাইগাঁও নগৰ | |
---|---|
ବୋଙ୍ଗାଇଗାଓଁ ଏକ ଭାରତୀୟ ସହର ଅଞ୍ଚଳ କମିଟି ଅଟେ । ଏହା ଆସାମର ବୋଙ୍ଗଇଗାଓଁ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ବୋଙ୍ଗାଇଗାଓଁ ୨୬.୪୭୭୦ ଉତ୍ତର ଅକ୍ଷାଂଶ ଓ ୯୦.୫୫୮୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୦୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବୋଙ୍ଗାଇଗାଓଁ ସହରର ମୋଟ ଜନସଂଖ୍ୟା ୧୪୬୭୧ ଅଟେ ।[୨] ସେଥି ମଧ୍ୟରୁ ୫୧.୬୧% ଜଣ ପରୁଷ ହୋଇଥିବା ବେଳେ ୪୮.୩୯% ଜଣ ନାରୀ ଅଟନ୍ତି । ବୋଙ୍ଗାଇଗାଓଁର ସାକ୍ଷରତା ହାର ୭୮.୬୨% ଅଟେ । ଏହା ଜାତୀୟ ହାରଠାରୁ ୧୩.୭୮% ପ୍ରତିଶତ କମ ଅଟେ । ସେଥିରୁ ୪୨.୮୮% ପ୍ରତିଶତ ପୁରୁଷ ଓ ୩୫.୭୪% ନାରୀ ଅଟନ୍ତି । ୯.୭୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ଅହମିଆ ବୋଙ୍ଗାଇଗାଓଁର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.