Jump to content

ପଦ୍ମନାଭପୁରମ

ଉଇକିପିଡ଼ିଆ‌ରୁ
ପଦ୍ମନାଭପୁରମ
Padmanabhapuram
பத்மனாபபுரம்
ସହର
ଦେଶ ଭାରତ
ରାଜ୍ୟତାମିଲନାଡୁ
ଜିଲ୍ଲାକନ୍ୟାକୁମାରୀ
Government
 • TypeSecond Grade Municipality
 • BodyPadmanabhapuram Municipality
Elevation
15 m (49 ft)
Population
 (2011)[]
 • Total୨୧,୩୪୨
Time zoneUTC 5:30 (IST)
PIN
629175
ଟେଲିଫୋନ କୋଡ଼04651
ଯାନବାହାନ ପଞ୍ଚୀକରଣTN-75 & TN-74
ପଦ୍ମନାଭପୁରମ ପ୍ରାସାଦ

ପଦ୍ମନାଭପୁରମ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାରେ ଅବସ୍ଥିତ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ପଦ୍ମନାଭପୁରମ ୮.୨୪୭୯ ଉତ୍ତର ଅକ୍ଷାଂଶ ଓ ୭୭.୩୨୫୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୪୯ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପଦ୍ମନାଭପୁରମ ସହରର ମୋଟ ଜନସଂଖ୍ୟା ୨୦,୦୫୧ ଅଟେ ।[] ସେଥି ମଧ୍ୟରୁ ୪୯.୬୯% ଜଣ ପରୁଷ ହୋଇଥିବା ବେଳେ ୫୦.୩୧% ଜଣ ନାରୀ ଅଟନ୍ତି । ପଦ୍ମନାଭପୁରମର ସାକ୍ଷରତା ହାର ୮୧.୯୫% ଅଟେ । ଏହା ଜାତୀୟ ହାରଠାରୁ ୧୭.୧୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୨.୧୫% ପ୍ରତିଶତ ପୁରୁଷ ଓ ୩୯.୭୯% ନାରୀ ଅଟନ୍ତି । ୯.୭୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତାମିଲ, ପଦ୍ମନାଭପୁରମର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. "Census Info 2011 Final population totals - Kalkulam(05882)". Office of The Registrar General and Census Commissioner, Ministry of Home Affairs, Government of India. 2013. Retrieved 26 January 2014.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]