Jump to content

କନିଷ୍କ

ଉଇକିପିଡ଼ିଆ‌ରୁ
କନିଷ୍କ ନାୟକ
ଜନ୍ମ୧୯୬୨
ଭିତରବମ୍ପୁ, ଅଶୁରେଶ୍ୱର, କେନ୍ଦ୍ରାପଡ଼ା
ବୃତ୍ତି(ସମୂହ)ସାହିତ୍ୟକ, ସମ୍ପାଦକ

କନିଷ୍କ(ଜନ୍ମ : ୧୯୬୨) ଜଣେ ଓଡ଼ିଆ ସାହିତ୍ୟିକ ଓ ସମ୍ପାଦକ ଅଟନ୍ତି । ଗଳ୍ପ, କବିତା ଓ ଉପନ୍ୟାସ ଆଦିରେ ସେ ନିଜର ଲେଖନୀ ଚାଳନା କରିଛନ୍ତି । "ନବଲିପି" ଆଦି ପତ୍ରିକା ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଛି । ମଣିଷର ଭାବାବେଗ ତଥା ଦେହ ଚେତନାକୁ ନେଇ ତାଙ୍କ ରଚନା ସମୃଦ୍ଧ । "ଚଢ଼େଇର ଘର" ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ ଥିଲା । ୧୯୯୧ରେ ପ୍ରକାଶିତ ଏହି ପୁସ୍ତକଟିର ୪ଟି ସଂସ୍କରଣ ପ୍ରକାଶ ପାଇସାରିଲାଣି ।

ରଚନାବଳୀ

[ସମ୍ପାଦନା]
  • ଚଢ଼େଇର ଘର - ୧୯୯୧, ୧୯୯୭, ୨୦୦୧[]
  • ପାଳଭୂତ ୧୯୯୭, ୨୦୦୧, ୨୦୦୫
  • କନିଷ୍କ କଥାକଳ୍ପ - ୨୦୦୮, ୨୦୧୦, ୨୦୨୩[]
  • ପ୍ରେମ ପ୍ରଣୟ ୧୯୯୪
  • ହାତିମତାଇର ଘୋଡ଼ା ୨୦୨୦

ଉପନ୍ୟାସ

[ସମ୍ପାଦନା]
  • ଘାଟ ୧୯୯୪
  • ପାପ ୧୯୯୫
  • ପିପି ୨୦୧୭

କାବ୍ୟ/କବିତା

[ସମ୍ପାଦନା]
  • ମାୟା ୨୦୦୯[]
  • ପର୍ବ ୨୦୧୬
  • ମନ୍ତ୍ର ୨୦୧୯[]
  • ହୋଓ ଭଗତେ ୨୦୧୮
  • ବର୍ଣ୍ଣବେଧ ମହାପୁରାଣ ୨୦୧୭
  • ଭାଇରସ୍ ୨୦୨୩

ଯୌନତତ୍ତ୍ୱ

  • କାମଶାସ୍ତ୍ର ୧ମ ୧୯୯୪ (ଏହି ପୁସ୍ତକଟି ୨୦୦୭ ସୁଦ୍ଧା ୧୫ଶ ମୁଦ୍ରଣରେ ଉପନୀତ)
  • କାମଶାସ୍ତ୍ର ୨ୟ ୧୯୯୪ (ଏହି ପୁସ୍ତକଟି ୨୦୦୭ ସୁଦ୍ଧା ୧୦ମ ମୁଦ୍ରଣରେ ଉପନୀତ)
  • ମାନବ ପ୍ରଜନନ ତତ୍ତ୍ୱ ୨୦୦୧ (୨୦୦୭ ସୁଦ୍ଧା ୫ମ ମୁଦ୍ରଣରେ ଉପନୀତ)

ଅନୁବାଦ

  • ଆଫ୍ରିକାର ଲୋକକଥା ୨୦୦୪
  • ଇସପ୍ କାହାଣୀ ୨୦୦୫
  • ଶ୍ରୀମଦ୍ ଭଗବତ୍ ଗୀତା ୨୦୦୫

ଶିଶୁ ସାହିତ୍ୟ

  • ବେଦକଥା
  • ଉପନିଷଦ କାହାଣୀ
  • ଆଦି ମାନବ
  • ପ୍ରଜାପତି
  • ସମୁଦ୍ରରେ କିଏ ରଙ୍ଗ ବଦଳାଏ
  • ପୃଥିବୀରେ ଜୀବନ
  • କଙ୍କି
  • ମେଘ
  • ପକ୍ଷୀ
  • ମହାସାଗର

ସଂପାଦନା

  • ଦାମ୍ପତ୍ୟ କଥା (ପବିତ୍ର ପାଣିଗ୍ରାହୀଙ୍କ ସହ) ୨୦୦୫
  • ଓଡ଼ିଆ କବିତାର ଅନ୍ଧକାର ଯୁଗ ଓ ତା' ପରେ (ହୃଷିକେଶ ମଲ୍ଲିକଙ୍କ ସହ) ୨୦୧୪
  • ଓଡ଼ିଆ ଗଳ୍ପର ଅନ୍ଧକାର ଯୁଗ ଓ ତା' ପରେ (ହୃଷିକେଶ ମଲ୍ଲିକଙ୍କ ସହ) ୨୦୧୪
  1. http://nationallibrary.gov.in/showdetails.php?id=125990
  2. http://nationallibrary.gov.in/showdetails.php?id=439174
  3. "ଆର୍କାଇଭ୍ କପି". Archived from the original on 2018-07-18. Retrieved 2018-07-16. {{cite web}}: Cite has empty unknown parameter: |1= (help)
  4. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ. No. ଧରିତ୍ରୀ ୧୭/୧୨/୨୦୨୦. ଧରିତ୍ରୀ. p. ୧୩. Archived from the original on 17 December 2020. Retrieved 17 December 2020.