ଅର୍ଜୁନ ପୁରସ୍କାର
ଦେଖଣା
ଅର୍ଜୁନ ପୁରସ୍କାର | ||
ପୁରସ୍କାର ତଥ୍ୟ | ||
---|---|---|
ପ୍ରକାର | ସାଧାରଣ | |
ଶ୍ରେଣୀ | ଖେଳ (ଏକକ) | |
ସ୍ଥାପିତ | ୧୯୬୧ | |
ପ୍ରଥମେ ଦିଆଗଲା | ୧୯୬୧ | |
ଶେଷଥର ଦିଆଯାଇଛି | ୨୦୧୯ | |
ଦାତା | ଭାରତ ସରକାର | |
ନଗଦ ଅର୍ଥ | ୫୦୦,୦୦୦ | |
ପୁରସ୍କାର କ୍ରମ | ||
ରାଜୀବ ଗାନ୍ଧୀ ଖେଳ ରତ୍ନ ← ଅର୍ଜୁନ ପୁରସ୍କାର → ଏକଲବ୍ୟ ପୁରସ୍କାର |
ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ ଖେଳାଳି
[ସମ୍ପାଦନା]କେନ୍ଦ୍ର ସରକାରଙ୍କ ପ୍ରଚଳିତ ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନର ୫୦ ବର୍ଷର ଇତିହାସରେ ଓଡ଼ିଶାରୁ ୯ ଜଣ ଅର୍ଜୁନ ପୁରସ୍କାର ବିଜେତା ହୋଇପାରିଛନ୍ତି ।
- ପ୍ରମୋଦ ଭଗତ (୨୦୧୯): ପାରା-ବ୍ୟାଡମିଣ୍ଟନ ଖେଳାଳି[୧]
- ଦୂତୀ ଚାନ୍ଦ (୨୦୨୦) : ଆଥଲେଟ[୨]
- କାଟୁଲୁ ରବି କୁମାର (୨୦୧୧): ଭାରୋତ୍ତଳକ
- ଇଗ୍ନେଶ ତିର୍କି (୨୦୦୯): ହକି ଖେଳାଳି
- ଜ୍ୟୋତି ସୁନିତା କୁଲୁ (୨୦୦୬): ମହିଳା ହକି ଖେଳାଳି
- ଦିଲୀପ ତିର୍କୀ (୨୦୦୨): ହକି ଖେଳାଳି
- ରଚିତା ପଣ୍ଡା (୧୯୯୮): ଆଥଲେଟ
- ବିଜୟ ଶତପଥୀ (୧୯୮୧): ଭାରୋତ୍ତଳକ
- ମିନତି ମହାପାତ୍ର (୧୯୭୮-୭୯): ସାଇକେଲ ଚାଳକ[୩]
ଆଧାର
[ସମ୍ପାଦନା]- ↑ "Pramod Bhagat becomes Odisha's eighth Arjuna awardee". The New Indian Express. Retrieved 2019-08-18.
- ↑ "क्रिकेटर इंशांत शर्मा और एथलीट दुती चंद समेत 27 खिलाड़ियों को मिलेगा अर्जुन अवॉर्ड". www.zeenews.india.com. ZEE NEWS. Archived from [www.zeenews.india.com/hindi/sports/cricket/ishant-sharma-dutee-chand-among-27-recipients-of-arjuna-award-2020/732795 the original] on 29 August 2020. Retrieved 29 August 2020.
{{cite web}}
: Check|url=
value (help) - ↑ "Winner-List-Arjun-Award-Cycling". Ministry of Youth Affairs and Sports, Govt. of India. Retrieved 7 March 2015.
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଅର୍ଜୁନ ପୁରସ୍କାର
ବାବଦରେ ମାଧ୍ୟମ ରହିଛି ।
- List of Award winners up to 2004
- winners for year 2006-2007
- winners of 2012 Arjuna Award
- http://sports.indiapress.org/arjuna_award.php
- http://www.athleteindia.com/2011/07/arjuna-award-winner-2011.html
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |