"ସଦାନନ୍ଦ ନାୟକ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଦେଖଣା
Content deleted Content added
Psubhashish (ଆଲୋଚନା | ଅବଦାନ) ବୃତ୍ତି |
Psubhashish (ଆଲୋଚନା | ଅବଦାନ) No edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{ତିଆରି ଚାଲିଛି}} |
{{ତିଆରି ଚାଲିଛି}} |
||
'''ସଦାନନ୍ଦ ନାୟକ''' ଜଣେ ଭାରତୀୟ ପ୍ରାଧ୍ୟାପକ ଓ [[ଓଡ଼ିଆ ଭାଷା|ଓଡ଼ିଆ-ଭାଷୀ]] ଲେଖକ । ସେ [[ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ]]ରେ ଓଡ଼ିଆ ବିଭାଗରେ ମୁଖ୍ୟ ଭାବରେ |
'''ସଦାନନ୍ଦ ନାୟକ''' ଜଣେ ଭାରତୀୟ ପ୍ରାଧ୍ୟାପକ ଓ [[ଓଡ଼ିଆ ଭାଷା|ଓଡ଼ିଆ-ଭାଷୀ]] ଲେଖକ । ସେ [[ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ]]ରେ ଓଡ଼ିଆ ବିଭାଗରେ ମୁଖ୍ୟ ଭାବରେ କାର୍ଯ୍ୟକରୁଥିଲେ<ref>{{Cite web |date=2023-12-08 |title=Sadananda Naik – Berhampur University |url=https://web.archive.org/web/20231208053350/https://www.buodisha.edu.in/faculty/sadananda-naik/ |access-date=2024-11-19 |website=web.archive.org}}</ref> । ତାଙ୍କର ଉଲ୍ଲେଖନୀୟ କୃତି ଭିତରେ ''ଲୋକଧର୍ମ ଓ ଲୋକସାହିତ୍ୟ'' (୧୯୯୯) ଓ ''ସ୍ୱର୍ଣ ଭାଷାମର୍ମ'' (୨୦୨୨) ଅନ୍ୟତମ । |
||
୨୦୨୨ ମସିହାରେ ତାଙ୍କ ବିରୋଧରେ ଜଣେ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା ଓ ସେ ଓଡ଼ିଶା ପୁଲିସଦ୍ୱାରା ଗିରଫ ହୋଇଥିଲେ ।<ref>{{Cite web |title=ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ପରୀକ୍ଷା ଦେବାକୁ ନେଇ ଧାରଣା, ପ୍ରତିଶୃତି ପରେ ହଟିଲେ ଛାତ୍ରଛାତ୍ରୀ |url=https://www.prameyanews7.com/student-protest-in-brahmapur-university |access-date=2024-11-19 |website=prameyanews7.com |language=or}}</ref><ref>{{Cite web |last=Dharitri |last2=Muduli |first2=Satarupa |date=2022-07-01 |title=ଓଡ଼ିଆ ବିଭାଗ ପ୍ରଫେସର ଗିରଫ - Dharitri |url=https://www.dharitri.com/oriya-department-professor-arrested/ |access-date=2024-11-19 |website=Dharitri Odia News |language=en-US}}</ref><ref>{{Cite web |last=Sethy |first=Rajesh |date=2022-07-18 |title=ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ: ସାମନାକୁ ଆସି କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡିତା ଛାତ୍ରୀ |url=https://kanaknews.com/allegations-of-sexual-harassment-against-a-professor/ |access-date=2024-11-19 |website=Kanak |language=or}}</ref> |
|||
== ଶିକ୍ଷା == |
== ଶିକ୍ଷା == |
୧୦:୦୩, ୧୯ ନଭେମ୍ବର ୨୦୨୪ ଅନୁସାରେ କରାଯାଇଥିବା ବଦଳ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ସଦାନନ୍ଦ ନାୟକ ଜଣେ ଭାରତୀୟ ପ୍ରାଧ୍ୟାପକ ଓ ଓଡ଼ିଆ-ଭାଷୀ ଲେଖକ । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗରେ ମୁଖ୍ୟ ଭାବରେ କାର୍ଯ୍ୟକରୁଥିଲେ[୧] । ତାଙ୍କର ଉଲ୍ଲେଖନୀୟ କୃତି ଭିତରେ ଲୋକଧର୍ମ ଓ ଲୋକସାହିତ୍ୟ (୧୯୯୯) ଓ ସ୍ୱର୍ଣ ଭାଷାମର୍ମ (୨୦୨୨) ଅନ୍ୟତମ ।
୨୦୨୨ ମସିହାରେ ତାଙ୍କ ବିରୋଧରେ ଜଣେ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା ଓ ସେ ଓଡ଼ିଶା ପୁଲିସଦ୍ୱାରା ଗିରଫ ହୋଇଥିଲେ ।[୨][୩][୪]
ଶିକ୍ଷା
ସେ ୨୦୦୬ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ଡକ୍ଟରେଟ ଓ ୨୦୧୦ରେ ଡି.ଲିଟ. ସମ୍ମାନ ଲାଭକରିଥିଲେ ।[୫]
ବୃତ୍ତି
ସେ ୧୯୯୭ରୁ ୨୦୨୩ ଯାଏ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ସ୍ନାତକୋତ୍ତର ବିଭାଗରେ ପ୍ରାଧ୍ୟାପକ ଥିଲେ ।[୫]
ରଚନାବଳୀ
- ଲୋକଧର୍ମ ଓ ଲୋକସାହିତ୍ୟ (୧୯୯୯)
- ଲୋକ ବିଶ୍ୱାସ ଓ ଲୋକାଚାର (୨୦୧୫)[୫]
- ଓଡ଼ିଆ ଭାଷାରେ ମଧ୍ୟସର୍ଗ ବା ମଧ୍ୟ ପ୍ରତ୍ୟୟ: ଏକ ଆବିଷ୍କାର (୨୦୨୦)[୫]
- ସ୍ୱର୍ଣ ଭାଷାମର୍ମ (୨୦୨୨)
ଆଧାର
- ↑ "Sadananda Naik – Berhampur University". web.archive.org. 2023-12-08. Retrieved 2024-11-19.
- ↑ "ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ପରୀକ୍ଷା ଦେବାକୁ ନେଇ ଧାରଣା, ପ୍ରତିଶୃତି ପରେ ହଟିଲେ ଛାତ୍ରଛାତ୍ରୀ". prameyanews7.com. Retrieved 2024-11-19.
- ↑ Dharitri; Muduli, Satarupa (2022-07-01). "ଓଡ଼ିଆ ବିଭାଗ ପ୍ରଫେସର ଗିରଫ - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2024-11-19.
- ↑ Sethy, Rajesh (2022-07-18). "ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ: ସାମନାକୁ ଆସି କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡିତା ଛାତ୍ରୀ". Kanak. Retrieved 2024-11-19.
- ↑ ୫.୦ ୫.୧ ୫.୨ ୫.୩ "Indian Research Information Network System". irins.inflibnet.ac.in (in ଇଂରାଜୀ). Retrieved 19 November 2024.