"ପାବକ କାନୁନଗୋ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଦେଖଣା
Content deleted Content added
ନୂଆ ଯୋଡ଼ିଲି |
No edit summary |
||
୪୧ କ ଧାଡ଼ି: | ୪୧ କ ଧାଡ଼ି: | ||
| portaldisp = <!-- "on", "yes", "true", etc; or omit --> |
| portaldisp = <!-- "on", "yes", "true", etc; or omit --> |
||
}} |
}} |
||
'''ପାବକ କାନୁନଗୋ''' (୧୬ ଜାନୁଆରୀ ୧୯୪୭ - ୩୦ ଅକ୍ଟୋବର ୨୦୨୪) ଜଣେ ଓଡ଼ିଆ ପ୍ରାବନ୍ଧିକ ଥିଲେ । ନିଜ ଜୀବନୀ ପୁସ୍ତକ ''ଓଡ଼ଶା ଓ ଗାନ୍ଧୀ'' ପାଇଁ ତାଙ୍କୁ [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]] ପ୍ରଦାନ କରାଯାଇଥିଲା ।<ref>{{cite web |title=ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ |url=http://odishasahityaakademi.org/English/sahitya-award8.php |website=www.http://odishasahityaakademi.org/ |publisher=odisha sahitya akademi |accessdate=13 October 2021 |archiveurl=https://web.archive.org/web/20211013070054/http://odishasahityaakademi.org/English/sahitya-award8.php |archivedate=13 October 2021 |page=୮}}</ref> |
'''ପାବକ କାନୁନଗୋ''' (୧୬ ଜାନୁଆରୀ ୧୯୪୭ - ୩୦ ଅକ୍ଟୋବର ୨୦୨୪)<ref>https://samajaepaper.in/imageview_4_21120242118715_4_73_02-11-2024_12_i_1_sf.html</ref> ଜଣେ ଓଡ଼ିଆ ପ୍ରାବନ୍ଧିକ ଥିଲେ । ନିଜ ଜୀବନୀ ପୁସ୍ତକ ''ଓଡ଼ଶା ଓ ଗାନ୍ଧୀ'' ପାଇଁ ତାଙ୍କୁ [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]] ପ୍ରଦାନ କରାଯାଇଥିଲା ।<ref>{{cite web |title=ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ |url=http://odishasahityaakademi.org/English/sahitya-award8.php |website=www.http://odishasahityaakademi.org/ |publisher=odisha sahitya akademi |accessdate=13 October 2021 |archiveurl=https://web.archive.org/web/20211013070054/http://odishasahityaakademi.org/English/sahitya-award8.php |archivedate=13 October 2021 |page=୮}}</ref> |
||
==ବ୍ୟକ୍ତିଗତ ଜୀବନ== |
==ବ୍ୟକ୍ତିଗତ ଜୀବନ== |
୧୪:୨୬, ୨ ନଭେମ୍ବର ୨୦୨୪ ଅନୁସାରେ କରାଯାଇଥିବା ବଦଳ
ପାବକ କାନୁନଗୋ | |
---|---|
ଜନ୍ମ ଓ ଜନ୍ମସ୍ଥାନ | କଟକ | ୧୬ ଜାନୁଆରୀ ୧୯୪୭
ମୃତ୍ୟୁ | ୩୦ ଅକ୍ଟୋବର ୨୦୨୪ କଟକ | (ବୟସ ୭୭)
ପାବକ କାନୁନଗୋ (୧୬ ଜାନୁଆରୀ ୧୯୪୭ - ୩୦ ଅକ୍ଟୋବର ୨୦୨୪)[୧] ଜଣେ ଓଡ଼ିଆ ପ୍ରାବନ୍ଧିକ ଥିଲେ । ନିଜ ଜୀବନୀ ପୁସ୍ତକ ଓଡ଼ଶା ଓ ଗାନ୍ଧୀ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୨]
ବ୍ୟକ୍ତିଗତ ଜୀବନ
ପାବକ କାନୁନଗୋ ୧୯୪୭ ମସିହାରେ କଟକଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ହେଲା ବିନୋଦ କାନୁନଗୋ ।
୨୦୨୪ ମସିହା ଅକ୍ଟୋବର ୩୦ ତାରିଖରେ କଟକଠାରେ ତାଙ୍କର ପରଲୋକ ଘଟିଥିଲା ।
ରଚନାବଳୀ
- ଓଡ଼ିଶା ଓ ଗାନ୍ଧୀ
- ଆମ ଜାତିସଂଘ
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୧
ଆଧାର
- ↑ https://samajaepaper.in/imageview_4_21120242118715_4_73_02-11-2024_12_i_1_sf.html
- ↑ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". www.http://odishasahityaakademi.org/. odisha sahitya akademi. p. ୮. Archived from the original on 13 October 2021. Retrieved 13 October 2021.
{{cite web}}
: External link in
(help)|website=
ଛାଞ୍ଚ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଜୀବନୀ ଓ ଭ୍ରମଣସାହିତ୍ୟ)