"ଏକାଦଶୀ ପ୍ରସାଦ ବୋଇତାଇ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଦେଖଣା
Content deleted Content added
ଟିକେNo edit summary |
Psubhashish (ଆଲୋଚନା | ଅବଦାନ) →କବିତା: ତାଲିକା ସଜଡ଼ା |
||
୪୪ କ ଧାଡ଼ି: | ୪୪ କ ଧାଡ଼ି: | ||
== ରଚନାବଳୀ == |
== ରଚନାବଳୀ == |
||
=== କବିତା === |
=== କବିତା === |
||
⚫ | |||
* ''ସ୍ମୃତି : ମୋ ପରାଜୟର |
* ''ସ୍ମୃତି : ମୋ ପରାଜୟର'' (୧୯୭୦) |
||
* ''ପ୍ରତିବିମ୍ବ |
* ''ପ୍ରତିବିମ୍ବ'' (୧୯୭୪) |
||
* ''ନିଃଶବ୍ଦ ସଂଳାପ |
* ''ନିଃଶବ୍ଦ ସଂଳାପ'' (୧୯୮୩) |
||
* ''ଯେ ପକ୍ଷୀ ଉଡ଼େ ଯେତେ ଦୂର'' (୧୯୯୧)<ref>{{cite web |title=ବହି {{!}} ଓଡ଼ିଆ ବିଭବ |url=https://odiabibhaba.in/bahi/ |website=odiabibhaba.in |accessdate=30 October 2024}}</ref> |
|||
⚫ | |||
⚫ | |||
* ''ପ୍ରତିଧ୍ୱନି ହଜିଲା ଛନ୍ଦର'' |
* ''ପ୍ରତିଧ୍ୱନି ହଜିଲା ଛନ୍ଦର'' |
||
* ''ଯେ ପକ୍ଷୀ ଉଡ଼େ ଯେତେ ଦୂର ୧୯୯୧''<ref>https://drive.google.com/file/d/1WMpO58aCxZDovf8mTRV1gp6ytjuc8zu7/view</ref> |
|||
⚫ | |||
* ''ସମୟ ସୀମାନ୍ତେ'' |
* ''ସମୟ ସୀମାନ୍ତେ'' |
||
⚫ | |||
* ''ସ୍ମୃତିର ସହର'' |
* ''ସ୍ମୃତିର ସହର'' |
||
* ''ମୁକୁଳିବା ମୁହୂର୍ତ୍ତ'' |
* ''ମୁକୁଳିବା ମୁହୂର୍ତ୍ତ'' |
||
* ''ଭିନ୍ନ ଏକ ଇଲାକା'' |
* ''ଭିନ୍ନ ଏକ ଇଲାକା'' |
||
⚫ | |||
=== ଗଳ୍ପ === |
=== ଗଳ୍ପ === |
୨୩:୩୭, ୩୦ ଅକ୍ଟୋବର ୨୦୨୪ ଅନୁସାରେ କରାଯାଇଥିବା ବଦଳ
ଏକାଦଶୀ ପ୍ରସାଦ ବୋଇତାଇ | |
---|---|
ଜନ୍ମ | ତୁଳସୀପୁର, ଯାଜପୁର ଜିଲ୍ଲା | ୧୫ ଅକ୍ଟୋବର ୧୯୩୪
ମୃତ୍ୟୁ | ୨୦୧୦ |
ପ୍ରସିଦ୍ଧି | ସାହିତ୍ୟିକ ଓ ସଂଗଠକ |
ସମ୍ପର୍କୀୟ | ବନମାଳୀ ବୋଇତାଇ (ପିତା) |
ଏକାଦଶୀ ପ୍ରସାଦ ବୋଇତାଇ (୧୫ ଅକ୍ଟୋବର ୧୯୩୪–୨୦୧୦) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକ, ଔପନ୍ୟାସିକ, ମଞ୍ଚ ଅଭିନେତା ଓ ସାହିତ୍ୟ ସଂଗଠକ ଥିଲେ । ପାଖାପାଖି ୫୦ ଖଣ୍ଡ ପୁସ୍ତକର ପ୍ରଣେତା ଏକାଦଶୀ 'ରାଜଧାନୀ ପୁସ୍ତକ ମେଳା'ର ଅନ୍ୟତମ ପ୍ରତିଷ୍ଠାତା ଥିଲେ ।
ସଂକ୍ଷିପ୍ତ ଜୀବନୀ
ଏକାଦଶୀ ପ୍ରସାଦ ବୋଇତାଇ ୧୯୩୪ ଅକ୍ଟୋବର ୧୫ରେ ଓଡ଼ିଶାର ଯାଜପୁର ଜିଲ୍ଲାସ୍ଥିତ ତୁଳସୀପୁର (ପୋ: ଦରକୁଣ୍ଡି, ଭାୟା: କବୀରପୁର) ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ହେଲା ବନମାଳୀ ବୋଇତାଇ । ଏକାଦଶୀ ପ୍ରସାଦ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ପ୍ରାପ୍ତ ପରେ କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରୀ କରିଥିଲେ । କେନ୍ଦ୍ରୀୟ ପ୍ରଶାସନ ସେବା, ସ୍ପୋର୍ଟସ କଣ୍ଟ୍ରୋଲ ବୋର୍ଡରୁ ସମ୍ମାନ ପ୍ରାପ୍ତ ଏକାଦଶୀ ୧୯୭୬-୭୭ ମଧ୍ୟରେ କେତୋଟି ନାଟକର ନିର୍ଦ୍ଦେଶନା ଦେଇଥିଲେ । ସେ ଶୋଭନ ସାହିତ୍ୟ ସଂସଦର ଉପସଭାପତି (୧୯୭୧-୭୨) ଓ ଗୋଦାବରୀଶ ସାହିତ୍ୟ ସଂସଦର ସଭାପତି (୧୯୯୦-୯୨) ଥିଲେ । 'ଚକ୍ରୀ' ଛଦ୍ମନାମରେ ଲେଖାଲେଖି କରୁଥିଲେ ।[୧]
ରଚନାବଳୀ
କବିତା
- ଶ୍ରାବଣ ସନ୍ଧ୍ଯା[୨]
- ସ୍ମୃତି : ମୋ ପରାଜୟର (୧୯୭୦)
- ପ୍ରତିବିମ୍ବ (୧୯୭୪)
- ନିଃଶବ୍ଦ ସଂଳାପ (୧୯୮୩)
- ଯେ ପକ୍ଷୀ ଉଡ଼େ ଯେତେ ଦୂର (୧୯୯୧)[୩]
- ସ୍ୱପ୍ନ ଯେବେ ହଜିଯାଏ (୧୯୯୨)
- ଶ୍ରେଷ୍ଠ କବିତା (୧୯୯୬)
- ପ୍ରତିଧ୍ୱନି ହଜିଲା ଛନ୍ଦର
- ସମୟ ସୀମାନ୍ତେ
- ସ୍ମୃତିର ସହର
- ମୁକୁଳିବା ମୁହୂର୍ତ୍ତ
- ଭିନ୍ନ ଏକ ଇଲାକା
ଗଳ୍ପ
- ଅନେକ ପ୍ରଶ୍ନ ୧୯୭୩
- ପଦ୍ମତୋଳା
- ନିଃସଙ୍ଗ ଅଭିଯାନ ୧୯୯୦
- ଶ୍ରେଷ୍ଠ ଗଳ୍ପ
ଉପନ୍ୟାସ
- ଯୋଜନ ଗନ୍ଧା ୧୯୯୬
- ଉପେକ୍ଷିତ ନାୟକ
- ନିଃସଙ୍ଗ ଯାତ୍ରୀ
- ଶୁଣିବାକୁ ଲାଜ
- ପାହାଡ଼ ସେପାଖ ନଈ
- ଅସରନ୍ତି ଅନ୍ଧକାର
- ସବୁଜ ସ୍ୱପ୍ନ
- ଆକାଶର ଛାଇ[୪]
ନାଟକ
- ଅନ୍ତଃ ସଲିଳା (୧୯୮୫)
- ଅଚିହ୍ନା ନାୟିକା (୧୯୯୩)
- ଅଜଣା ନଈ (୧୯୮୬)
- ତପ୍ତ ତୁଷାର
- ସର୍ପରେ ଜାତ କଲୁ ମୋତେ[୫]
ସମ୍ମାନ ଓ ପୁରସ୍କାର
- ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ - ଜୟଦେବ ସମ୍ମାନ ୨୦୦୫[୬]
ଆଧାର
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୨୮. ISBN 81-903352-1-9.
- ↑ ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ (ଆଧୁନିକ ଭାଗ: ୧୮୫୦ ମସିହା ପରବର୍ତ୍ତୀ). ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ. pp. ୬୮. ISBN 81-7586-097-9.
- ↑ "ବହି | ଓଡ଼ିଆ ବିଭବ". odiabibhaba.in. Retrieved 30 October 2024.
- ↑ chrome-extension://efaidnbmnnnibpcajpcglclefindmkaj/https://culture.odisha.gov.in/sites/default/files/2022-06/List of Selected Books Under Raja Rammohan Ray Library Foundation (RRRLF) Scheme for the Year 2010-11.pdf
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (3rd ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୫୧୬, ୬୭୫, ୭୩୫, ୭୯୯. ISBN 81-7400-331-2.
- ↑ ମହାନ୍ତି, ଅଶୋକ (୨୦୦୭). ଓଡ଼ିଆ ଲେଖକ ପରିଚିତି. ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନ. pp. ୩୨.