Jump to content

"ପୁରୁଷୋତ୍ତମ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
୧ କ ଧାଡ଼ି: ୧ କ ଧାଡ଼ି:
{{ଆଧାର ନାହିଁ‌|date=ଅକ୍ଟୋବର ୨୦୨୪}}
{{ଆଧାର ନାହିଁ‌|date=ଅକ୍ଟୋବର ୨୦୨୪}}


'''ପୁରୁଷୋତ୍ତମ ମିଶ୍ର''' (ଜନ୍ମ: ୧୯୬୮) ଜଣେ ଭାରତୀୟ [[ଓଡ଼ିଆ]] ଓ [[ସମ୍ବଲପୁରୀ ଭାଷା|ସମ୍ବଲପୁରୀ ଭାଷୀ]] କବି, ନାଟ୍ୟକାର, ଗବେଷକ । ସେ ପାଖାପାଖି ପଚାଶଟି ନାଟକର ନିର୍ଦେଶନା ଦେବା ସହ ଶହେରୁ ଅଧିକ ନାଟକର ସହ-ନିର୍ଦେଶକ ଭାବରେ କାର୍ଯ୍ୟକରିଛନ୍ତି । ସେ ଶହେରୁ ଅଧିକ ନାଟକରେ ଅଭିନୟ କରିଛନ୍ତି । ତାଙ୍କର ରଚିତ, ନିର୍ଦେଶିତ ଓ ଅଭିନୀତ ନାଟକ ''କୁଆଁରୀ'' ଓ ''ଡଙ୍ଗର୍ ତଲେ ଡମରୁ ରଜା'' [[ଦୂରଦର୍ଶନ]]ରେ ପ୍ରଦର୍ଶିତ ହୋଇଥିଲା । ସେ ଜଣେ ''[[ଶଲାବୁଢ଼ା]]'', ''[[ଆଦିମ ବିଚାର]]'', ''[[ଶଲା ବୁଢ଼ାର ବଦ୍‌ଲା]]'', ''ଅଲାର୍'' ଏବଂ ''ଜିତାନି''ରେ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।
'''ପୁରୁଷୋତ୍ତମ ମିଶ୍ର''' (ଜନ୍ମ: ୧୯୬୮) ଜଣେ ଭାରତୀୟ [[ଓଡ଼ିଆ]] ଓ [[ସମ୍ବଲପୁରୀ ଭାଷା|ସମ୍ବଲପୁରୀ ଭାଷୀ]] କବି, ନାଟ୍ୟକାର, ଗବେଷକ । ସେ ପାଖାପାଖି ପଚାଶଟି ନାଟକର ନିର୍ଦେଶନା ଦେବା ସହ ଶହେରୁ ଅଧିକ ନାଟକର ସହ- ନିର୍ଦେଶକ ଭାବରେ କାର୍ଯ୍ୟକରିଛନ୍ତି । ସେ ଶହେରୁ ଅଧିକ ନାଟକରେ ଅଭିନୟ କରିଛନ୍ତି । ତାଙ୍କର ରଚିତ, ନିର୍ଦେଶିତ ଓ ଅଭିନୀତ ନାଟକ ''କୁଆଁରୀ'' ଓ ''ଡଙ୍ଗର୍ ତଲେ ଡମରୁ ରଜା'' [[ଦୂରଦର୍ଶନ]]ରେ ପ୍ରଦର୍ଶିତ ହୋଇଥିଲା । ତାଙ୍କର ଅନ୍ୟାନ୍ୟ ଉଲ୍ଲେଖନୀୟ ନାଟକସବୁ ହେଲା ''କୁଆଁରୀ'', ''ବନାଲହ'', ''କାମୁଡ଼ା ଘୋଡ଼ାମୁଖେ ଦେଲି ଚୁମ୍ବନ'', ''ଚବ୍ରା ଘୁଡ଼ା'', ''ଧାରେ ସପନ୍'', ''ବୋଲେ ହୁଁ ଟି'', ''ଧର୍ମକ୍ଷେତ୍ରେ'', ''ଡଁଗର୍ ତଲେ ଡମରୁ ରଜା'' ଓ ''ପର୍ଶୁରାମ'' । ସେ ଜଣେ ''[[ଶଲାବୁଢ଼ା]]'', ''[[ଆଦିମ ବିଚାର]]'', ''[[ଶଲା ବୁଢ଼ାର ବଦ୍‌ଲା]]'', ''ଅଲାର୍'' ଏବଂ ''ଜିତାନି''ରେ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।


== ସଂକ୍ଷିପ୍ତ ଜୀବନୀ ==
== ସଂକ୍ଷିପ୍ତ ଜୀବନୀ ==
ପୁରୁଷୋତ୍ତମ ମିଶ୍ର ୧୯୬୮ ମସିହାରେ [[ଓଡ଼ିଶା]]ର [[ସୁବର୍ଣ୍ଣପୁର ଜିଲ୍ଲା]]ରେ ଜନ୍ମଗ୍ରହଣ କରିଥିଲେ । ଭାରତର ବିଭିନ୍ନ ପ୍ରଦେଶ ତଥା ଓଡ଼ିଶାର ବିଭିନ୍ନ ମଂଚରେ ନାଟକ ପରିବେଷଣ କରି ସଫଳତା ଅର୍ଜନ କରିବା ସହିତ ବିଭିନ୍ନ ମଂଚରେ ସମ୍ବର୍ଦ୍ଧିତ ହୋଇଛନ୍ତି
ପୁରୁଷୋତ୍ତମ ମିଶ୍ର ୧୯୬୮ ମସିହାରେ [[ଓଡ଼ିଶା]]ର [[ସୁବର୍ଣ୍ଣପୁର ଜିଲ୍ଲା]]ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ''ଯମ୍ ପୁରର୍ କଥାନି'', ''ପର୍ଶୁରାମ'' ଓ ''କାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ'' ଆଦି ନାଟକ [[ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ]] ଓ [[ଓଡ଼ିଶା ନାଟ୍ୟ ସଂଘ|ଓଡ଼ିଶା ନାଟ୍ୟ ସଂଘର]] ପ୍ରଯୋଜନାରେ [[ରବୀନ୍ଦ୍ର ମଣ୍ଡପ]] ଏବଂ [[ଭଞ୍ଜକଳା ମଣ୍ଡପ|ଭଞ୍ଜକଳା ମଣ୍ଡପରେ]] ପ୍ରଦର୍ଶିତ ହୋଇଥିଲା

ତାଙ୍କ ନିର୍ଦେଶନାରେ ଯମ୍ ପୁରର୍ କଥାନି, ପର୍ଶୁରାମ ଓ କାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ ନାଟକ ନାଟ୍ୟଧାରା କ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଓ ଓଡ଼ିଶା ନାଟ୍ୟ ସଂଘର ପ୍ରଯୋଜନାରେ ରବୀନ୍ଦ୍ର ମଣ୍ଡପ ଏବଂ ଭଂଜକଳା ମଣ୍ଡପରେ ପ୍ରଦର୍ଶିତ ହୋଇଥିଲା । ନିକଟ ଅତୀତରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ "ରଂଗ ସଂଗମ"ରେ କୁଆଁରୀ ନାଟକ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ତାଙ୍କ ରଚିତ ନାଟକଗୁଡ଼ିକ ହେଲା ବନାଲହ, କାମୁଡ଼ା ଘୋଡ଼ାମୁଖେ ଦେଲି ଚୁମ୍ବନ, ଚବ୍ରା ଘୁଡ଼ା, ଧାରେ ସପନ୍, ବୋଲେ ହୁଁ ଟି, ଧର୍ମକ୍ଷେତ୍ରେ, ଡଁଗର୍ ତଲେ ଡମରୁ ରଜା, କୁଆଁରୀ ଓ ପର୍ଶୁରାମ ।


== ରଚନାବଳୀ ==
== ରଚନାବଳୀ ==


* ''ଶବ୍ଦକୁ ଚାରିପାଦ, ପ୍ରକାଶକ -ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁର (ମୋ ସହିତ ତିନିଜଣ କବିଙ୍କର କବିତା ସଂକଳନ )''
* ''ଶବ୍ଦକୁ ଚାରିପାଦ (ତିନିଜଣ କବିଙ୍କ କବିତା ସଂକଳନ )''
* ''କୁଆଁରୀ, ପ୍ରକାଶକ - ଈଶାନୀ ପବ୍ଲିକେସନ୍, ସୁବର୍ଣ୍ଣପୁର (କୋଶଳି, ହିନ୍ଦିଇଂରାଜୀ ଭାଷାରେ ଏକତ୍ର ପ୍ରକାଶିତ ନାଟକ )''
* ''କୁଆଁରୀ'' (କୋଶଳୀ, ହିନ୍ଦୀଇଂରାଜୀରେ ଏକତ୍ର ପ୍ରକାଶିତ ନାଟକ)
* ''ତିନୋଟି ନାଟକ, ପ୍ରକାଶକ - ପଶ୍ଚିମା ପବ୍ଲିକେଶନ୍, ଭୁବନେଶ୍ବର (ତିନୋଟି ଓଡ଼ିଆ ନାଟକ )''
* ''ତିନୋଟି ନାଟକ'' (ଓଡ଼ିଆ ନାଟକ )
* ''ଚନ୍ଦନବନର ଗପ, ପ୍ରକାଶକ -ପଶ୍ଚିମା ପବ୍ଲିକେଶନ୍, ଭୁବନେଶ୍ବର (କବିତା ସଂକଳନ)''
* ''ଚନ୍ଦନବନର ଗପ'' (କବିତା ସଂକଳନ)
* ''ସୁବର୍ଣ୍ଣପୁରର ଲୋକସଂସ୍କୃତି, ପ୍ରକାଶକ - ବୀଣାପାଣି ପବ୍ଲିକେସନ୍, ବଲାଂଗୀର (ଗବେଷଣାଲବ୍ଧ ପୁସ୍ତକ)''
* ''ସୁବର୍ଣ୍ଣପୁରର ଲୋକସଂସ୍କୃତି'' (ପ୍ରବନ୍ଧ ପୁସ୍ତକ)
* ''ଲୋକସଂସ୍କୃତି ପରିକ୍ରମା -୨୦୨୩, ପ୍ରକାଶକ - ଆଦିତ୍ୟ ଭାରତ, ଭୁବନେଶ୍ବର''
* ''ଲୋକସଂସ୍କୃତି ପରିକ୍ରମା - ୨୦୨୩''


== ସମ୍ମାନ ଓ ପୁରସ୍କାର ==
== ସମ୍ମାନ ଓ ପୁରସ୍କାର ==


* ଯୁବ ନାଟ୍ୟକାର ସମ୍ମାନ -୨୦୦୧ (ବାପୁଜୀ କ୍ଲବ୍ ,ସୋନପୁର  ,ସୁବର୍ଣ୍ଣପୁର)
* ଯୁବ ନାଟ୍ୟକାର ସମ୍ମାନ - ୨୦୦୧
* କୃପାଂଜଳି କଳା ସମ୍ମାନ ,ବଲାଂଗୀର -୨୦୦୩
* କୃପାଂଜଳି କଳା ସମ୍ମାନ, [[ବଲାଙ୍ଗୀର]] - ୨୦୦୩
* ପାଖୁଡ଼ା ସମ୍ମାନ ,ବୌଦ୍ଧ -୨୦୦୪
* ପାଖୁଡ଼ା ସମ୍ମାନ, ବୌଦ୍ଧ - ୨୦୦୪
* ନସୃଲ୍ଲା ନାଟ୍ୟ ସମ୍ମାନ -୨୦୦୯ ,
* ନସୃଲ୍ଲା ନାଟ୍ୟ ସମ୍ମାନ - ୨୦୦୯
* ସୁର ସଂଗମ ସାଂସ୍କୃତିକ ସଂସଦ ,ଲୋଇସିଂହା ,ବଲାଂଗୀର
* ସୁର ସଂଗମ ସାଂସ୍କୃତିକ ସଂସଦ, ଲୋଇସିଂହା, ବଲାଙ୍ଗୀର
* ପୁର୍ଣ୍ଣଚନ୍ଦ୍ର ରଥ ସ୍ମୃତିସମ୍ମାନ - ୨୦୧୧ ,ଭୀମଭୋଇ ସମାଧି ପୀଠ ଟ୍ରଷ୍ଟ ,ଖଲିଆପାଲି ,ସୁବର୍ଣ୍ଣପୁର
* ପୁର୍ଣ୍ଣଚନ୍ଦ୍ର ରଥ ସ୍ମୃତିସମ୍ମାନ - ୨୦୧୧, ଭୀମଭୋଇ ସମାଧି ପୀଠ ଟ୍ରଷ୍ଟ, ଖଲିଆପାଲି, ସୁବର୍ଣ୍ଣପୁର
* ନାଟ୍ୟ ପ୍ରତିଭା ମାନପତ୍ର -୨୦୧୨, ଓଡ଼ିଶା ଥିଏଟର ଏକାଡ଼େମୀ ,ଜ୍ୟୋତିବିହାର, ବୁର୍ଲା, ସମ୍ବଲପୁର
* ନାଟ୍ୟ ପ୍ରତିଭା ମାନପତ୍ର - ୨୦୧୨, ଓଡ଼ିଶା ଥିଏଟର ଏକାଡ଼େମୀ, ଜ୍ୟୋତିବିହାର, ବୁର୍ଲା, ସମ୍ବଲପୁର
* ସୁବର୍ଣ୍ଣ ନାଟ୍ୟଜ୍ୟୋତି ସମ୍ମାନ-୨୦୧୬, ଓଡ଼ିଶା ଥିଏଟର୍ ଏକାଡ଼େମୀ ,ଜ୍ୟୋତିବିହାର,ବୁର୍ଲା, ସମ୍ବଲପୁର ଓ ନାଟ୍ୟଚକ୍ର ,ସୁବର୍ଣ୍ଣପୁର
* ସୁବର୍ଣ୍ଣ ନାଟ୍ୟଜ୍ୟୋତି ସମ୍ମାନ- ୨୦୧୬, ଓଡ଼ିଶା ଥିଏଟର୍ ଏକାଡ଼େମୀ, ଜ୍ୟୋତିବିହାର,ବୁର୍ଲା, ସମ୍ବଲପୁର ଓ ନାଟ୍ୟଚକ୍ର, ସୁବର୍ଣ୍ଣପୁର
* ଶରତ ସମ୍ମାନ -୨୦୧୭
* ଶରତ ସମ୍ମାନ - ୨୦୧୭
* ନୂଆଁଖାଇ ଭେଟଘାଟ୍ ,ରବୀନ୍ଦ୍ର ମଣ୍ଡପ ,ଭୁବନେଶ୍ବର
* ନୂଆଁଖାଇ ଭେଟଘାଟ୍, ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ବର
* ସୁର୍ ଭାଇବ୍ରେସନ୍, ଭୁବନେଶ୍ବର ଓ ରୁମକୁଝୁମାନା ,ସୁବର୍ଣ୍ଣପୁର
* ସୁର୍ ଭାଇବ୍ରେସନ୍, ଭୁବନେଶ୍ବର ଓ ରୁମକୁଝୁମାନା, ସୁବର୍ଣ୍ଣପୁର
* ଦଣ୍ଡପାଣି ମହାଖୁଡ଼ ସ୍ମୃତି ସମ୍ମାନ, ଆଂଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ,ରାମପୁର ,କଳାହାଣ୍ଡି -୨୦୧୮
* ଦଣ୍ଡପାଣି ମହାଖୁଡ଼ ସ୍ମୃତି ସମ୍ମାନ, ଆଂଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ, ରାମପୁର, କଳାହାଣ୍ଡି - ୨୦୧୮
* ମହକ ନାଟ୍ୟ ସମ୍ମାନ -୨୦୧୮, ପଲଶାଗୋରା ଆଂଚଳିକ ଲୋକ ମହୋତ୍ସବ ,ପଲଶାଗୋରା ,ବୌଦ୍ଧ
* ମହକ ନାଟ୍ୟ ସମ୍ମାନ - ୨୦୧୮, ପଲଶାଗୋରା ଆଂଚଳିକ ଲୋକ ମହୋତ୍ସବ, ପଲଶାଗୋରା, ବୌଦ୍ଧ
* ପରବାସି ସମ୍ମାନ -୨୦୧୮, ନୂଆଁଖାଇ ଭେଟଘାଟ୍, ପରବାସି କୁଟୁମ୍, ବଲାଂଗୀର
* ପରବାସି ସମ୍ମାନ - ୨୦୧୮, ନୂଆଁଖାଇ ଭେଟଘାଟ୍, ପରବାସି କୁଟୁମ୍, ବଲାଙ୍ଗୀର
* ପ୍ରଥମ ଅଟଳ ସ୍ମୃତି ସମ୍ମାନ -୨୦୨୧, ଜୁହାର୍ ପରିବାର ,ଦିଲ୍ଲୀ
* ପ୍ରଥମ ଅଟଳ ସ୍ମୃତି ସମ୍ମାନ - ୨୦୨୧, ଜୁହାର୍ ପରିବାର, ଦିଲ୍ଲୀ
* ସୁରେଶ ସୃଜନ ସମ୍ମାନ - ୨୦୨୨<ref>{{Cite web |date=2022-10-16 |title=ସୁରେଶ ସୃଜନ ସମ୍ମାନ ପାଇବେ ନାଟ୍ୟକାର ଡକ୍ଟର ପୁରୁଷୋତ୍ତମ ମିଶ୍ର |url=https://koshalaprabahalive.com/odisha/sanman-6/ |access-date=2024-10-16 |website=Koshala prabaha live |language=or}}</ref>
* ସୁରେଶ ସୃଜନ ସମ୍ମାନ -୨୦୨୨, ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍ ,ଭୁବନେଶ୍ବର
* ଲରମ୍ଭା ମହାବିଦ୍ୟାଳୟ ,ଲରମ୍ଭା ,ବରଗଡ଼ ୨୦୨୦
* ଲରମ୍ଭା ମହାବିଦ୍ୟାଳୟ, ଲରମ୍ଭା, ବରଗଡ଼ ୨୦୨୦
* ଓଡ଼ିଆ ସ୍ନାତକୋତ୍ତର ଛାତ୍ରସଂଘ
* ଓଡ଼ିଆ ସ୍ନାତକୋତ୍ତର ଛାତ୍ରସଂଘ
* ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବ ବିଦ୍ୟାଳୟ ,ସୁବର୍ଣ୍ଣପୁର ୨୦୨୧
* ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବ ବିଦ୍ୟାଳୟ, ସୁବର୍ଣ୍ଣପୁର ୨୦୨୧
* ନଟରାଜ କଳାପରିଷଦ ,ବଲାଂଗିର ୨୦୨୨
* ନଟରାଜ କଳାପରିଷଦ, ବଲାଂଗିର ୨୦୨୨
* ପଂଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲେଟ ,ବରଗଡ଼ ୨୦୨୩
* ପଂଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲେଟ, ବରଗଡ଼ ୨୦୨୩


== ଆଧାର ==
== ଆଧାର ==

୦୨:୦୨, ୧୭ ଅକ୍ଟୋବର ୨୦୨୪ ଅନୁସାରେ କରାଯାଇଥିବା ବଦଳ

ପୁରୁଷୋତ୍ତମ ମିଶ୍ର (ଜନ୍ମ: ୧୯୬୮) ଜଣେ ଭାରତୀୟ ଓଡ଼ିଆସମ୍ବଲପୁରୀ ଭାଷୀ କବି, ନାଟ୍ୟକାର, ଗବେଷକ । ସେ ପାଖାପାଖି ପଚାଶଟି ନାଟକର ନିର୍ଦେଶନା ଦେବା ସହ ଶହେରୁ ଅଧିକ ନାଟକର ସହ- ନିର୍ଦେଶକ ଭାବରେ କାର୍ଯ୍ୟକରିଛନ୍ତି । ସେ ଶହେରୁ ଅଧିକ ନାଟକରେ ଅଭିନୟ କରିଛନ୍ତି । ତାଙ୍କର ରଚିତ, ନିର୍ଦେଶିତ ଓ ଅଭିନୀତ ନାଟକ କୁଆଁରୀଡଙ୍ଗର୍ ତଲେ ଡମରୁ ରଜା ଦୂରଦର୍ଶନରେ ପ୍ରଦର୍ଶିତ ହୋଇଥିଲା । ତାଙ୍କର ଅନ୍ୟାନ୍ୟ ଉଲ୍ଲେଖନୀୟ ନାଟକସବୁ ହେଲା କୁଆଁରୀ, ବନାଲହ, କାମୁଡ଼ା ଘୋଡ଼ାମୁଖେ ଦେଲି ଚୁମ୍ବନ, ଚବ୍ରା ଘୁଡ଼ା, ଧାରେ ସପନ୍, ବୋଲେ ହୁଁ ଟି, ଧର୍ମକ୍ଷେତ୍ରେ, ଡଁଗର୍ ତଲେ ଡମରୁ ରଜାପର୍ଶୁରାମ । ସେ ଜଣେ ଶଲାବୁଢ଼ା, ଆଦିମ ବିଚାର, ଶଲା ବୁଢ଼ାର ବଦ୍‌ଲା, ଅଲାର୍ ଏବଂ ଜିତାନିରେ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ସଂକ୍ଷିପ୍ତ ଜୀବନୀ

ପୁରୁଷୋତ୍ତମ ମିଶ୍ର ୧୯୬୮ ମସିହାରେ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ଯମ୍ ପୁରର୍ କଥାନି, ପର୍ଶୁରାମକାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ ଆଦି ନାଟକ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀଓଡ଼ିଶା ନାଟ୍ୟ ସଂଘର ପ୍ରଯୋଜନାରେ ରବୀନ୍ଦ୍ର ମଣ୍ଡପ ଏବଂ ଭଞ୍ଜକଳା ମଣ୍ଡପରେ ପ୍ରଦର୍ଶିତ ହୋଇଥିଲା ।

ରଚନାବଳୀ

  • ଶବ୍ଦକୁ ଚାରିପାଦ (ତିନିଜଣ କବିଙ୍କ କବିତା ସଂକଳନ )
  • କୁଆଁରୀ (କୋଶଳୀ, ହିନ୍ଦୀ ଓ ଇଂରାଜୀରେ ଏକତ୍ର ପ୍ରକାଶିତ ନାଟକ)
  • ତିନୋଟି ନାଟକ (ଓଡ଼ିଆ ନାଟକ )
  • ଚନ୍ଦନବନର ଗପ (କବିତା ସଂକଳନ)
  • ସୁବର୍ଣ୍ଣପୁରର ଲୋକସଂସ୍କୃତି (ପ୍ରବନ୍ଧ ପୁସ୍ତକ)
  • ଲୋକସଂସ୍କୃତି ପରିକ୍ରମା - ୨୦୨୩

ସମ୍ମାନ ଓ ପୁରସ୍କାର

  • ଯୁବ ନାଟ୍ୟକାର ସମ୍ମାନ - ୨୦୦୧
  • କୃପାଂଜଳି କଳା ସମ୍ମାନ, ବଲାଙ୍ଗୀର - ୨୦୦୩
  • ପାଖୁଡ଼ା ସମ୍ମାନ, ବୌଦ୍ଧ - ୨୦୦୪
  • ନସୃଲ୍ଲା ନାଟ୍ୟ ସମ୍ମାନ - ୨୦୦୯
  • ସୁର ସଂଗମ ସାଂସ୍କୃତିକ ସଂସଦ, ଲୋଇସିଂହା, ବଲାଙ୍ଗୀର
  • ପୁର୍ଣ୍ଣଚନ୍ଦ୍ର ରଥ ସ୍ମୃତିସମ୍ମାନ - ୨୦୧୧, ଭୀମଭୋଇ ସମାଧି ପୀଠ ଟ୍ରଷ୍ଟ, ଖଲିଆପାଲି, ସୁବର୍ଣ୍ଣପୁର
  • ନାଟ୍ୟ ପ୍ରତିଭା ମାନପତ୍ର - ୨୦୧୨, ଓଡ଼ିଶା ଥିଏଟର ଏକାଡ଼େମୀ, ଜ୍ୟୋତିବିହାର, ବୁର୍ଲା, ସମ୍ବଲପୁର
  • ସୁବର୍ଣ୍ଣ ନାଟ୍ୟଜ୍ୟୋତି ସମ୍ମାନ- ୨୦୧୬, ଓଡ଼ିଶା ଥିଏଟର୍ ଏକାଡ଼େମୀ, ଜ୍ୟୋତିବିହାର,ବୁର୍ଲା, ସମ୍ବଲପୁର ଓ ନାଟ୍ୟଚକ୍ର, ସୁବର୍ଣ୍ଣପୁର
  • ଶରତ ସମ୍ମାନ - ୨୦୧୭
  • ନୂଆଁଖାଇ ଭେଟଘାଟ୍, ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ବର
  • ସୁର୍ ଭାଇବ୍ରେସନ୍, ଭୁବନେଶ୍ବର ଓ ରୁମକୁଝୁମାନା, ସୁବର୍ଣ୍ଣପୁର
  • ଦଣ୍ଡପାଣି ମହାଖୁଡ଼ ସ୍ମୃତି ସମ୍ମାନ, ଆଂଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ, ରାମପୁର, କଳାହାଣ୍ଡି - ୨୦୧୮
  • ମହକ ନାଟ୍ୟ ସମ୍ମାନ - ୨୦୧୮, ପଲଶାଗୋରା ଆଂଚଳିକ ଲୋକ ମହୋତ୍ସବ, ପଲଶାଗୋରା, ବୌଦ୍ଧ
  • ପରବାସି ସମ୍ମାନ - ୨୦୧୮, ନୂଆଁଖାଇ ଭେଟଘାଟ୍, ପରବାସି କୁଟୁମ୍, ବଲାଙ୍ଗୀର
  • ପ୍ରଥମ ଅଟଳ ସ୍ମୃତି ସମ୍ମାନ - ୨୦୨୧, ଜୁହାର୍ ପରିବାର, ଦିଲ୍ଲୀ
  • ସୁରେଶ ସୃଜନ ସମ୍ମାନ - ୨୦୨୨[]
  • ଲରମ୍ଭା ମହାବିଦ୍ୟାଳୟ, ଲରମ୍ଭା, ବରଗଡ଼ ୨୦୨୦
  • ଓଡ଼ିଆ ସ୍ନାତକୋତ୍ତର ଛାତ୍ରସଂଘ
  • ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବ ବିଦ୍ୟାଳୟ, ସୁବର୍ଣ୍ଣପୁର ୨୦୨୧
  • ନଟରାଜ କଳାପରିଷଦ, ବଲାଂଗିର ୨୦୨୨
  • ପଂଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲେଟ, ବରଗଡ଼ ୨୦୨୩

ଆଧାର

  1. "ସୁରେଶ ସୃଜନ ସମ୍ମାନ ପାଇବେ ନାଟ୍ୟକାର ଡକ୍ଟର ପୁରୁଷୋତ୍ତମ ମିଶ୍ର". Koshala prabaha live. 2022-10-16. Retrieved 2024-10-16.