"ଦିନାମାର ଡିଙ୍ଗା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Psubhashish (ଆଲୋଚନା | ଅବଦାନ) ଆଧାର |
Psubhashish (ଆଲୋଚନା | ଅବଦାନ) ଇତିହାସ |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{ତିଆରି ଚାଲିଛି}} |
{{ତିଆରି ଚାଲିଛି}} |
||
'''ଦିନାମାର ଡିଙ୍ଗା''' [[ଓଡ଼ିଶା]]ର [[ବାଲେଶ୍ୱର]]ଠାରେ ଅବସ୍ଥିତ ଓ [[ଡେନମାର୍କ]]ର ଔପନିବେଶିକ ବଣିକଙ୍କ ସ୍ଥାପିତ ୧୬ଶ ଶତାବ୍ଦୀରେ ସ୍ଥାପିତ ଏକ ପ୍ରାଚୀନ ବନ୍ଦର ଥିଲା । |
'''ଦିନାମାର ଡିଙ୍ଗା''' [[ଓଡ଼ିଶା]]ର [[ବାଲେଶ୍ୱର]]ଠାରେ ଅବସ୍ଥିତ ଓ [[ଡେନମାର୍କ]]ର ଔପନିବେଶିକ ବଣିକଙ୍କ ସ୍ଥାପିତ ୧୬ଶ ଶତାବ୍ଦୀରେ ସ୍ଥାପିତ ଏକ ପ୍ରାଚୀନ ବନ୍ଦର ଥିଲା । ଦିନାମାର ଇଷ୍ଟ ଇଣ୍ଡିଆ କମ୍ପାନୀ ସେତେବେଳର ମୁଖ୍ୟ ଔପନିବେଶିକ ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନିଠାରୁ ମୁଖ୍ୟତଃ ଗୋଲମରିଚ, ଡାଲଚିନି, ଆଖୁ, କପା ଓ ପାଟ କିଣିବା ପାଇଁ ୧୬୧୬ ମାର୍ଚ୍ଚ ୧୭ରେ ଭାରତକୁ ଆସିଥିଲା । ପରେ ୧୬୨୫ ପାଖାପାଖି ଓଡ଼ିଶାର କପା ଓ ପାଟ ପାଇଁ ବାଲେଶ୍ୱର ଆସିଥିଲା । ତତ୍କାଳୀନ ବାଲେଶ୍ୱରର ପିପିଲି ଓ ଅନ୍ୟାନ୍ୟ ସ୍ଥାନରେ ଛୋଟଛୋଟ କାର୍ଯ୍ୟାଳୟ ସ୍ଥାପନା କରିଥିଲା । |
||
== ନାମକରଣ == |
== ନାମକରଣ == |
||
"ଡିଙ୍ଗା" ଶବ୍ଦର ଅର୍ଥ ଏକ ଜାତି ଅଧିକୃତ ସ୍ଥାନ ବା ବସତି ଏବଂ ଦିନାମାରମାନଙ୍କ ([[ଡେନମାର୍କ ରାଜ୍ୟ|ଡେନମାର୍କ ରାଜ୍ୟବାସୀ]]) ସ୍ଥାପିତ ହୋଇଥିବାରୁ ଏହାର ନାମ "ଦିନାମାର ଡିଙ୍ଗା" ରଖାଯାଇଥିଲା ।<ref>{{Cite web |last=Praharaj |first=Gopal Chandra |date=1931-1940 |title=Purnnacandra Odia Bhashakosha. |url=https://dsal.uchicago.edu/cgi-bin/app/praharaj_query.py?page=3251 |access-date=2024-09-15 |website=dsal.uchicago.edu}}</ref> |
"ଡିଙ୍ଗା" ଶବ୍ଦର ଅର୍ଥ ଏକ ଜାତି ଅଧିକୃତ ସ୍ଥାନ ବା ବସତି ଏବଂ ଦିନାମାରମାନଙ୍କ ([[ଡେନମାର୍କ ରାଜ୍ୟ|ଡେନମାର୍କ ରାଜ୍ୟବାସୀ]]) ସ୍ଥାପିତ ହୋଇଥିବାରୁ ଏହାର ନାମ "ଦିନାମାର ଡିଙ୍ଗା" ରଖାଯାଇଥିଲା ।<ref>{{Cite web |last=Praharaj |first=Gopal Chandra |date=1931-1940 |title=Purnnacandra Odia Bhashakosha. |url=https://dsal.uchicago.edu/cgi-bin/app/praharaj_query.py?page=3251 |access-date=2024-09-15 |website=dsal.uchicago.edu}}</ref> |
||
== ଇତିହାସ == |
|||
ପ୍ରାରମ୍ଭିକ ଦିନାମାର ଔପନିବେଶିକ ବର୍ଷଗୁଡ଼ିକରେ କମ୍ପାନୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲା । କୁପ୍ରଶାସନ, କମ ପୁଞ୍ଜିନିବେଶ ସଙ୍ଗେସଙ୍ଗେ ଡେନମାର୍କ ପ୍ରାୟ ଦୁଇ-ତୃତୀୟାଂଶ ବେପାର ଜାହାଜ ବୁଡ଼ିଯାଥିଲା ।<ref>Of the 18 ships that departed from Denmark between 1622 and 1637, only seven returned. Kay Larsen: Trankebar, op.cit., p.30-31.</ref> ସଫଳ ଭାବେ ଫେରିଥିବା ଜାହାଜଗୁଡ଼ିକ ଲାଭ କରିଥିଲେ ହେଁ ସମୁଦାୟ ଲାଭ ଖର୍ଚ୍ଚଠାରୁ ଊଣା ଥିଲା ।<ref>{{cite book |last=Brdsgaard |first=Kjeld Erik |title=China and Denmark: Relations Since 1674 |publisher=NIAS Press |year=2001 |isbn=978-87-87062-71-8 |pages=9–11}}</ref> ଏହି ଉପନିବେଶ ଅଧିକୃତ ଭାରତୀୟ ଅଞ୍ଚଳସବୁ ଜୁଆର ଲହରର ଶିକାର ହୋଇ ଭିତ୍ତିଭୂମିକୁ ନଷ୍ଟ କରିଦେଇଥିଲା ।<ref>{{cite book |last=Jeyaraj |first=Daniel |title=Bartholomus Ziegenbalg, the Father of Modern Protestant Mission: An Indian Assessment |publisher=ISPCK |year=2006 |isbn=978-81-7214-920-8 |pages=10–27 |chapter=Trancquebar Colony: Indo-Danish Settlement |chapter-url=https://books.google.com/books?id=CZYAOyJ-6SMC&q=danish traders Tanjore Tranquebar india colony&pg=PA10}}</ref> ଇଂରାଜୀ ଓ ଡଚ ବ୍ୟବସାୟୀଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଛିଡ଼ା ହେବାକୁ ଇଚ୍ଛା ଥିଲେ ହେଁ ଏହି ଉପନିବେଶର ଦୁର୍ବଳ ଆର୍ଥିକ ସ୍ଥିତି ଏବଂ ତିରିଶ ବର୍ଷର ଯୁଦ୍ଧ ଏହାକୁ ବେପାର ବଣିଜ ବନ୍ଦ କରିବାକୁ ଓ ପରେ ଏହା ବଙ୍ଗୋପସାଗରରେ ଦ୍ରବ୍ୟର ନିରପେକ୍ଷ ବାହକ ଭାବରେ କେବଳ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲା । |
|||
୧୬୨୫ ମସିହା ବେଳକୁ ମଛଲିପାଟଣା (ବର୍ତ୍ତମାନ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା)ରେ ଏକ କାରଖାନା ପ୍ରତିଷ୍ଠା ହୋଇଥିଲା । ପିପଲି ଓ ବାଲେଶ୍ୱରରେ ଏହାର ଛୋଟ ଛୋଟ କାର୍ଯ୍ୟାଳୟ ଥିଲା ।<ref>{{Cite book |last=Raychaudhuri |first=Tapan |url=https://www.jstor.org/stable/10.1163/j.ctvbqs7b4.10 |title=Jan Company in Coromandel 1605–1690: A Study in the Interrelations of European Commerce and Traditional Economies |publisher=Martinus Nijhoff |year=1962 |volume=38 |location=The Hague |pages=113 |chapter=Rivals in Trade |jstor=10.1163/j.ctvbqs7b4.10 |author-link=Tapan Raychaudhuri}}</ref><ref>Diller, Stephan (1999). "Faktoreien, Kronkolonien oder Europäische Freihandelsplätze?: Malabarküste" [Factories, crown colonies or European free trade centers?: Malabar Coast]. ''[https://books.google.com/books?id=2zvvSpaWcTIC&pg=PA215 Die Dänen in Indien, Südostasien und China (1620–1845)]'' [''The Danes in India, South-East Asia and China (1620–1845)''] (in German). Wiesbaden: Harassowitz Verlag. pp. 217. {{ISBN|978-3-447-04123-2}}. Retrieved 27 May 2022. "Nachdem erste Verhandlungen 1633 zunächst fehlgeschlagen waren, wurde um 1636 die erste danische Faktorei in Balasore gegrundet. [After initial negotiations in 1633 initially failed, the first Danish trading post was founded in Balasore around 1636.]"</ref><ref>Wellen, Kathryn (2015). "[https://www.kitlv.nl/wp-content/uploads/2014/08/Mughal.pdf The Danish East India Company's War against the Mughal Empire, 1642–1698]" (PDF). ''Journal of Early Modern History''. '''19''': 448 – via Brill. "Despite unfulfilled requests for compensation for these losses, the Danes established a manned factory at Pipli in 1626 which, according to Dutch reports, did well during its first year.</ref> ଏହା ସତ୍ତ୍ୱେ ୧୬୨୭ ମସିହା ବେଳକୁ ଏହି ଉପନିବେଶରେ ମାତ୍ର ତିନୋଟି ଜାହାଜ ଥିଲା ଏବଂ ତାଞ୍ଜାବରର ରାଜା ରଘୁନାଥ ନାୟକଙ୍କୁ ଆଗରୁ ରାଜି ହୋଇଥିବା ଦେୟ ଦେଇପାରିନଥିଲା । ଏହା ଫଳରେ ଉତ୍ତେଜନା ବୃଦ୍ଧି ପାଇଥିଲା ।<ref>{{Cite journal|last=Subrahmanyan|first=Sanjay|author-link=Sanjay Subrahmanyan|date=1989|title=The coromandel trade of the Danish East India Company, 1618–1649|journal=Scandinavian Economic History Review|volume=37|issue=1|pages=49|doi=10.1080/03585522.1989.10408131|quote="The poor financial position of his Company in 1627 led to a failure on bis part to pay revenues to the Nayaka of Tanjavur, both on Tranquebar and on Puducheri, which the Danes farmed for a brief period in the 1621-5."|doi-access=free}}</ref> ଇଂରାଜୀ ଏବଂ ଡଚ ବ୍ୟବସାୟୀମାନେ ଡେନିସ-ନରୱେର ଉପସ୍ଥିତିକୁ ବିରୋଧ କରିଥିଲେ କିନ୍ତୁ ୟୁରୋପୀୟ ଯୁଦ୍ଧ, ବିଶେଷକରି ତିରିଶ ବର୍ଷର ଯୁଦ୍ଧରେ ସେମାନଙ୍କର ସମ୍ପୃକ୍ତି ହେତୁ ଇଂରାଜୀ ଓ ଡଚ ଏହି ସମୟରେ ବେଶୀ ଆଗକୁ ବଢ଼ିପାରିନଥିଲେ । |
|||
== ଆଧାର == |
== ଆଧାର == |
୦୫:୦୬, ୧୬ ସେପ୍ଟେମ୍ବର ୨୦୨୪ ଅନୁସାରେ କରାଯାଇଥିବା ବଦଳ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଦିନାମାର ଡିଙ୍ଗା ଓଡ଼ିଶାର ବାଲେଶ୍ୱରଠାରେ ଅବସ୍ଥିତ ଓ ଡେନମାର୍କର ଔପନିବେଶିକ ବଣିକଙ୍କ ସ୍ଥାପିତ ୧୬ଶ ଶତାବ୍ଦୀରେ ସ୍ଥାପିତ ଏକ ପ୍ରାଚୀନ ବନ୍ଦର ଥିଲା । ଦିନାମାର ଇଷ୍ଟ ଇଣ୍ଡିଆ କମ୍ପାନୀ ସେତେବେଳର ମୁଖ୍ୟ ଔପନିବେଶିକ ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନିଠାରୁ ମୁଖ୍ୟତଃ ଗୋଲମରିଚ, ଡାଲଚିନି, ଆଖୁ, କପା ଓ ପାଟ କିଣିବା ପାଇଁ ୧୬୧୬ ମାର୍ଚ୍ଚ ୧୭ରେ ଭାରତକୁ ଆସିଥିଲା । ପରେ ୧୬୨୫ ପାଖାପାଖି ଓଡ଼ିଶାର କପା ଓ ପାଟ ପାଇଁ ବାଲେଶ୍ୱର ଆସିଥିଲା । ତତ୍କାଳୀନ ବାଲେଶ୍ୱରର ପିପିଲି ଓ ଅନ୍ୟାନ୍ୟ ସ୍ଥାନରେ ଛୋଟଛୋଟ କାର୍ଯ୍ୟାଳୟ ସ୍ଥାପନା କରିଥିଲା ।
ନାମକରଣ
"ଡିଙ୍ଗା" ଶବ୍ଦର ଅର୍ଥ ଏକ ଜାତି ଅଧିକୃତ ସ୍ଥାନ ବା ବସତି ଏବଂ ଦିନାମାରମାନଙ୍କ (ଡେନମାର୍କ ରାଜ୍ୟବାସୀ) ସ୍ଥାପିତ ହୋଇଥିବାରୁ ଏହାର ନାମ "ଦିନାମାର ଡିଙ୍ଗା" ରଖାଯାଇଥିଲା ।[୧]
ଇତିହାସ
ପ୍ରାରମ୍ଭିକ ଦିନାମାର ଔପନିବେଶିକ ବର୍ଷଗୁଡ଼ିକରେ କମ୍ପାନୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲା । କୁପ୍ରଶାସନ, କମ ପୁଞ୍ଜିନିବେଶ ସଙ୍ଗେସଙ୍ଗେ ଡେନମାର୍କ ପ୍ରାୟ ଦୁଇ-ତୃତୀୟାଂଶ ବେପାର ଜାହାଜ ବୁଡ଼ିଯାଥିଲା ।[୨] ସଫଳ ଭାବେ ଫେରିଥିବା ଜାହାଜଗୁଡ଼ିକ ଲାଭ କରିଥିଲେ ହେଁ ସମୁଦାୟ ଲାଭ ଖର୍ଚ୍ଚଠାରୁ ଊଣା ଥିଲା ।[୩] ଏହି ଉପନିବେଶ ଅଧିକୃତ ଭାରତୀୟ ଅଞ୍ଚଳସବୁ ଜୁଆର ଲହରର ଶିକାର ହୋଇ ଭିତ୍ତିଭୂମିକୁ ନଷ୍ଟ କରିଦେଇଥିଲା ।[୪] ଇଂରାଜୀ ଓ ଡଚ ବ୍ୟବସାୟୀଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଛିଡ଼ା ହେବାକୁ ଇଚ୍ଛା ଥିଲେ ହେଁ ଏହି ଉପନିବେଶର ଦୁର୍ବଳ ଆର୍ଥିକ ସ୍ଥିତି ଏବଂ ତିରିଶ ବର୍ଷର ଯୁଦ୍ଧ ଏହାକୁ ବେପାର ବଣିଜ ବନ୍ଦ କରିବାକୁ ଓ ପରେ ଏହା ବଙ୍ଗୋପସାଗରରେ ଦ୍ରବ୍ୟର ନିରପେକ୍ଷ ବାହକ ଭାବରେ କେବଳ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲା ।
୧୬୨୫ ମସିହା ବେଳକୁ ମଛଲିପାଟଣା (ବର୍ତ୍ତମାନ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା)ରେ ଏକ କାରଖାନା ପ୍ରତିଷ୍ଠା ହୋଇଥିଲା । ପିପଲି ଓ ବାଲେଶ୍ୱରରେ ଏହାର ଛୋଟ ଛୋଟ କାର୍ଯ୍ୟାଳୟ ଥିଲା ।[୫][୬][୭] ଏହା ସତ୍ତ୍ୱେ ୧୬୨୭ ମସିହା ବେଳକୁ ଏହି ଉପନିବେଶରେ ମାତ୍ର ତିନୋଟି ଜାହାଜ ଥିଲା ଏବଂ ତାଞ୍ଜାବରର ରାଜା ରଘୁନାଥ ନାୟକଙ୍କୁ ଆଗରୁ ରାଜି ହୋଇଥିବା ଦେୟ ଦେଇପାରିନଥିଲା । ଏହା ଫଳରେ ଉତ୍ତେଜନା ବୃଦ୍ଧି ପାଇଥିଲା ।[୮] ଇଂରାଜୀ ଏବଂ ଡଚ ବ୍ୟବସାୟୀମାନେ ଡେନିସ-ନରୱେର ଉପସ୍ଥିତିକୁ ବିରୋଧ କରିଥିଲେ କିନ୍ତୁ ୟୁରୋପୀୟ ଯୁଦ୍ଧ, ବିଶେଷକରି ତିରିଶ ବର୍ଷର ଯୁଦ୍ଧରେ ସେମାନଙ୍କର ସମ୍ପୃକ୍ତି ହେତୁ ଇଂରାଜୀ ଓ ଡଚ ଏହି ସମୟରେ ବେଶୀ ଆଗକୁ ବଢ଼ିପାରିନଥିଲେ ।
ଆଧାର
- ↑ Praharaj, Gopal Chandra (1931–1940). "Purnnacandra Odia Bhashakosha". dsal.uchicago.edu. Retrieved 2024-09-15.
{{cite web}}
: CS1 maint: date format (link) - ↑ Of the 18 ships that departed from Denmark between 1622 and 1637, only seven returned. Kay Larsen: Trankebar, op.cit., p.30-31.
- ↑ Brdsgaard, Kjeld Erik (2001). China and Denmark: Relations Since 1674. NIAS Press. pp. 9–11. ISBN 978-87-87062-71-8.
- ↑ Jeyaraj, Daniel (2006). "Trancquebar Colony: Indo-Danish Settlement". Bartholomus Ziegenbalg, the Father of Modern Protestant Mission: An Indian Assessment. ISPCK. pp. 10–27. ISBN 978-81-7214-920-8.
- ↑ Raychaudhuri, Tapan (1962). "Rivals in Trade". Jan Company in Coromandel 1605–1690: A Study in the Interrelations of European Commerce and Traditional Economies. Vol. 38. The Hague: Martinus Nijhoff. p. 113. JSTOR 10.1163/j.ctvbqs7b4.10.
- ↑ Diller, Stephan (1999). "Faktoreien, Kronkolonien oder Europäische Freihandelsplätze?: Malabarküste" [Factories, crown colonies or European free trade centers?: Malabar Coast]. Die Dänen in Indien, Südostasien und China (1620–1845) [The Danes in India, South-East Asia and China (1620–1845)] (in German). Wiesbaden: Harassowitz Verlag. pp. 217. ISBN 978-3-447-04123-2. Retrieved 27 May 2022. "Nachdem erste Verhandlungen 1633 zunächst fehlgeschlagen waren, wurde um 1636 die erste danische Faktorei in Balasore gegrundet. [After initial negotiations in 1633 initially failed, the first Danish trading post was founded in Balasore around 1636.]"
- ↑ Wellen, Kathryn (2015). "The Danish East India Company's War against the Mughal Empire, 1642–1698" (PDF). Journal of Early Modern History. 19: 448 – via Brill. "Despite unfulfilled requests for compensation for these losses, the Danes established a manned factory at Pipli in 1626 which, according to Dutch reports, did well during its first year.
- ↑ Subrahmanyan, Sanjay (1989). "The coromandel trade of the Danish East India Company, 1618–1649". Scandinavian Economic History Review. 37 (1): 49. doi:10.1080/03585522.1989.10408131.
The poor financial position of his Company in 1627 led to a failure on bis part to pay revenues to the Nayaka of Tanjavur, both on Tranquebar and on Puducheri, which the Danes farmed for a brief period in the 1621-5.