Jump to content

"ବନ୍ଦେ ଉତ୍କଳ ଜନନୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେ BapiKumar798 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ InternetArchiveBotଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
 
୨୦ କ ଧାଡ଼ି: ୨୦ କ ଧାଡ଼ି:
[[ଓଡ଼ିଶା ଦିବସ|୧ ଏପ୍ରିଲ ୧୯୩୬]]ରେ ସ୍ୱତନ୍ତ୍ର [[ଓଡ଼ିଶା]] ଗଠନ ପରେ ଏହି କବିତାଟି ସମଗ୍ର ରାଜ୍ୟରେ ରାଜ୍ୟଗାନ ଭାବେ ଆଦୃତି ଲାଭ କରିଥିଲା ।<ref>{{cite journal |title=The Story of Vande Utkal Janani The National Song of Orissa |journal=Orissa Review |issue=April 2005 |pages=20,21 |url=http://magazines.odisha.gov.in/Orissareview/apr2005/englishpdf/story_vandeutkaljanani.pdf |accessdate=30 May 2020 |archive-date=30 March 2023 |archive-url=https://web.archive.org/web/20230330184404/http://magazines.odisha.gov.in/Orissareview/apr2005/englishpdf/story_vandeutkaljanani.pdf |url-status=dead }}</ref> ୧୯୯୪ ମସିହାରେ ବାଚସ୍ପତି [[ଯୁଧିଷ୍ଠିର ଦାସ]] ଏହାକୁ ରାଜ୍ୟ ସଙ୍ଗୀତ ଭାବରେ ମାନ୍ୟତା ଦେବା ପାଇଁ [[ଓଡ଼ିଶା ବିଧାନ ସଭା|ବିଧାନ ସଭାରେ]] ନିଷ୍ପତି ନେଇଥିଲେ । ୨୧/୧୨/୧୯୯୪ ତାରିଖରେ ବିଧାନ ସଭାରେ ସମସ୍ତ ସଦସ୍ୟ ଦଣ୍ଡାୟମାନ ହୋଇ ଏହାକୁ ଜାତୀୟ ସଙ୍ଗୀତ ପରି ସମ୍ମାନର ସହିତ ଗାନ କରିଥିଲେ । ସେବେଠାରୁ ବିଧାନ ସଭାରେ ଏହି ପରମ୍ପରା ଚାଲି ଆସିଛି । ୨୦୦୨ ମସିହା ପର୍ଯ୍ୟନ୍ତ ଏହି ମାନ୍ୟତା ନମିଳିଥିବାରୁ, ବିଧାନ ସଭାରେ ପୁନଶ୍ଚ ଆଲୋଚନା ହୋଇଥିଲା । ବାଚସ୍ପତି [[ଶରତ କୁମାର କର]] ଏହି ଆଲୋଚନା ମାଧ୍ୟମରେ ସରକାରଙ୍କୁ ବିଧିବଦ୍ଧ ସର୍କୁଲାର ଜାରୀ କରି ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୦୩ ମସିହାରେ ଶରତ କରଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକ ବସି, ଏହି ଦିଗରେ କିଛି ନିଷ୍ପତି ନିଆଯାଇଥିଲା । ୧) ସଙ୍ଗୀତର ପ୍ରଥମ, ଚତୁର୍ଥ ଓ ଶେଷ ପଦକୁ ରାଜ୍ୟ ସଙ୍ଗୀତ ଭାବରେ ଗାନ କରାଯିବ । ୨) ରାଜ୍ୟ ସଙ୍ଗୀତର ଅବଧି ୭୦ରୁ ୯୦ ସେକେଣ୍ଡ ରହିବ । ୩) ଆକାଶବାଣୀରେ [[ବାଳକୃଷ୍ଣ ଦାସ|ବାଳକୃଷ୍ଣ ଦାଶଙ୍କର]] ପରିବେଶିତ ମୂଳ କଣ୍ଠସ୍ୱର ଏହାର ସ୍ୱର ହେବ । ୪) କେବଳ ରାଜ୍ୟ ସଂସ୍କୃତି ଓ ଲୋକସମ୍ପର୍କ ବିଭାଗ ଏହି ସଙ୍ଗୀତକୁ ରେକର୍ଡ଼ କରିପାରିବେ । ୨୦୦୫ ଡିସେମ୍ବର ୭ ତାରିଖରେ, ରାଜ୍ୟ ଗୃହ ବିଭାଗ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଏ ଦିଗରେ ସ୍ପଷ୍ଟିକରଣ ମାଗିଥିଲେ । ୨୦୦୬ ଜୁଲାଇ ୧୨ତାରିଖରେ କେନ୍ଦ୍ର ସରକାର ସ୍ପଷ୍ଟିକରଣ ଦେଇଥିଲେ ଯେ, ରାଜ୍ୟ ସଙ୍ଗୀତ ମାନ୍ୟତା ସମ୍ବିଧାନସମ୍ମତ ନୁହେଁ । ୨୦୦୬ ଅଗଷ୍ଟ ୨୬ ତାରିଖରେ ବାଚସ୍ପତି [[ମହେଶ୍ୱର ମହାନ୍ତି]]ଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକରେ ନିଷ୍ପତି ନିଆଗଲା ଯେ, ଜାତୀୟ ସଙ୍ଗୀତ ଢାଞ୍ଚାରେ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ରାଜ୍ୟ ବିଧାନ ସଭାରେ ଏକ ବିଲ ଆଗତ କରାଯିବ । ୨୦୧୨ରେ ସଂସ୍କୃତି ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତ ଦିଆଯିବାକୁ ନିଷ୍ପତି ନିଆଗଲା ଓ ଗୃହ ବିଭାଗ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଯାଇଥିଲା । ଏହି ବୈଠକରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଦୁଇଟି ଫର୍ମାଟକୁ ଅନୁମୋଦନ ପାଇଁ ଗୃହ ବିଭାଗକୁ ପଠା ଯାଇଥିଲା । ଗୋଟିଏ ଫର୍ମାଟ ବିନା ବାଦ୍ୟଯନ୍ତ୍ରରେ କେବଳ କଣ୍ଠ ସଙ୍ଗୀତ ଓ ଅନ୍ୟଟି ପୁଲିସ ବ୍ୟାଣ୍ଡ ସହାୟତାରେ ପ୍ରସ୍ତୁତ ସଙ୍ଗୀତ ଥିଲା ।<ref>{{cite web |author1=ଦିଲୀପ ଦାଶଶର୍ମା |title=ରାଜ୍ୟ ସଙ୍ଗୀତ ମାନ୍ୟତା |url=https://www.dharitri.com/e-Paper/Bhubaneswar/050314/p6.htm |website=www.dharitri.com |publisher=ଧରିତ୍ରୀ |accessdate=30 May 2020 |archiveurl=https://web.archive.org/web/20200530052021/https://www.dharitri.com/e-Paper/Bhubaneswar/050314/p6.htm |archivedate=30 May 2020}}</ref> ୨୦୧୯ ନଭେମ୍ବର ୧୧ ତାରିଖରେ [[ଉଚ୍ଚ ନ୍ୟାୟାଳୟ|ଉଚ୍ଚ ନ୍ୟାୟାଳୟର]] ଜଷ୍ଟିସ ସିଆର ଦାଶଙ୍କ ଅଧିନରେ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ୬ ମାସ ମଧ୍ୟରେ ଏହି ମାମଲାରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।<ref>{{cite web |title='ରାଜ୍ୟ ସଙ୍ଗୀତ' ନୁହେଁ ବନ୍ଦେ ଉତ୍କଳ ଜନନୀ |url=https://odishareporter.in/odisha/vande-utkal-janani-in-now-controversy-533972 |website=odishareporter.in |publisher=odishareporter.in |accessdate=30 May 2020 |archiveurl=https://web.archive.org/web/20200607135854/https://odishareporter.in/odisha/vande-utkal-janani-in-now-controversy-533972/|archivedate=30 May 2020}}</ref> ମୁଖ୍ୟମନ୍ତ୍ରୀ [[ନବୀନ ପଟ୍ଟନାୟକ|ନବୀନ ପଟ୍ଟନାୟକଙ୍କ]] ଆହ୍ୱାନରେ<ref>{{cite web |title=Naveen Patnaik requests people to recite ‘Bande Utkal Janani’ on May 30 to honour COVID-19 warriors |url=https://www.newindianexpress.com/states/odisha/2020/may/29/naveen-patnaik-requests-people-to-recite-bande-utkal-janani-on-may-30-to-honour-covid-19-warriors-2149472.html |website=www.newindianexpress.com |publisher=The New Indian Express |accessdate=7 June 2020}}</ref> [[ଓଡ଼ିଶାରେ କୋଭିଡ-୧୯ ମହାମାରୀ]] ସମୟରେ ବିଭିନ୍ନ ସେବା କାର୍ଯ୍ୟ କରୁଥିବା କୋଭିଡ ଯୋଦ୍ଧାମାନଙ୍କ ସମ୍ମାନରେ ବିଶ୍ୱର ବିଭିନ୍ନ ସ୍ଥାନରେ ଓଡ଼ିଆ ଲୋକମାନେ ୩୦ ମଇ ୨୦୨୦ ସନ୍ଧ୍ୟା ୫.୩୦ ଏହି ଗୀତ ଗାଇଥିଲେ ।<ref>{{cite web |title=Odias croon 'Bande Utkal Janani' to honour corona warriors |url=https://timesofindia.indiatimes.com/city/bhubaneswar/odias-croon-bande-utkal-janani-to-honour-corona-warriors/articleshow/76112674.cms |website=timesofindia.indiatimes.com |publisher=The Times of India |accessdate=7 June 2020}}</ref>

୨୦୨୦ ମସିହା ଜୁନ ୦୭ ତାରିଖରେ [[ଓଡ଼ିଶା ସରକାର]] ଏହି ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଥିଲେ ।<ref>{{cite web |title='Bande Utkal Janani' accorded Odisha anthem status |url=https://www.newindianexpress.com/states/odisha/2020/jun/07/bande-utkal-janani-accorded-odisha-anthem-status-2153436.html |website=www.newindianexpress.com |publisher=The New Indian Express |accessdate=7 June 2020}}</ref> କାନ୍ତକବିଙ୍କ ସମ୍ପୂର୍ଣ୍ଣ ଗୀତକୁ ରାଜ୍ୟ ସଙ୍ଗୀତ ଭାବରେ ଗ୍ରହଣ କରାଯାଏ । ରାଜ୍ୟ ସଙ୍ଗୀତର ଅବଧି ୨ ମିନିଟ ୧୧ ସେକେଣ୍ଡ ରହିଥାଏ । ବାଳକୃଷ୍ଣ ଦାଶଙ୍କ ପ୍ରସ୍ତୁତ ଶୈଳୀରେ ହିଁ ଏହା ଗାନ କରାଯାଏ । ଏହାକୁ ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ସ୍କୁଲ ଛୁଟି ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀ ଏହି ସଙ୍ଗୀତ ଗାନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି ।<ref>{{cite news|url=https://freejobsalertodisha.in/who-is-the-poet-of-famous-song-bande-utkal-janani/|title=ବନ୍ଦେ ଉତ୍କଳ ଜନନୀ|accessdate=|archiveurl=|archivedate=|issue=|page=|url-status=live}}</ref>
୨୦୨୦ ମସିହା ଜୁନ ୦୭ ତାରିଖରେ [[ଓଡ଼ିଶା ସରକାର]] ଏହି ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଥିଲେ ।<ref>{{cite web |title='Bande Utkal Janani' accorded Odisha anthem status |url=https://www.newindianexpress.com/states/odisha/2020/jun/07/bande-utkal-janani-accorded-odisha-anthem-status-2153436.html |website=www.newindianexpress.com |publisher=The New Indian Express |accessdate=7 June 2020}}</ref> କାନ୍ତକବିଙ୍କ ସମ୍ପୂର୍ଣ୍ଣ ଗୀତକୁ ରାଜ୍ୟ ସଙ୍ଗୀତ ଭାବରେ ଗ୍ରହଣ କରାଯାଏ । ରାଜ୍ୟ ସଙ୍ଗୀତର ଅବଧି ୨ ମିନିଟ ୧୧ ସେକେଣ୍ଡ ରହିଥାଏ । ବାଳକୃଷ୍ଣ ଦାଶଙ୍କ ପ୍ରସ୍ତୁତ ଶୈଳୀରେ ହିଁ ଏହା ଗାନ କରାଯାଏ । ଏହାକୁ ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ସ୍କୁଲ ଛୁଟି ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀ ଏହି ସଙ୍ଗୀତ ଗାନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି ।<ref>{{cite news |title=ବନ୍ଦେ ଉତ୍କଳ ଜନନୀ |url=https://sambadepaper.com/imageview_128635_185727375_4_80_14-06-2020_3_i_1_sf.html |accessdate=17 June 2020 |issue=ସମ୍ବାଦ ରବିବାର ୧୪ ଜୁନ ୨୦୨୦ |archiveurl=https://web.archive.org/web/20200617103335/https://sambadepaper.com/imageview_128635_185727375_4_80_14-06-2020_3_i_1_sf.html |archivedate=17 June 2020 |page=|url-status=live }}</ref>

== କବିତାର ପଦାବଳୀ ==
== କବିତାର ପଦାବଳୀ ==

୧୦:୫୧, ୬ ଅଗଷ୍ଟ ୨୦୨୪ ହୋଇଥିବା ରିଭିଜନ

ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ

ଓଡ଼ିଶାର ରାଜ୍ୟ ସଙ୍ଗୀତ
ଗୀତଲକ୍ଷ୍ମୀକାନ୍ତ ମହାପାତ୍ର
ସଙ୍ଗୀତବାଳକୃଷ୍ଣ ଦାଶ
ମାନ୍ୟତା୦୭ ଜୁନ ୨୦୨୦
Audio sample
ଏକ ଟେକ୍ସଟ ଟୁ ସ୍ପିଚ ମଡେଲଦ୍ୱାରା ଗାୟିତ ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ, ଓଡ଼ିଶାର ରାଜ୍ୟ ସଙ୍ଗୀତ ଅଟେ ।[] ଏହା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କଦ୍ୱାରା ରଚିତ ।[] ଏହି ଗୀତକୁ ୧୯୧୨ ମସିହାରେ ବାଲେଶ୍ୱରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଅଧିବେଶନରେ ପ୍ରଥମଥର ପାଇଁ ଗାନ କରାଯାଇଥିଲା ।

୧ ଏପ୍ରିଲ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଏହି କବିତାଟି ସମଗ୍ର ରାଜ୍ୟରେ ରାଜ୍ୟଗାନ ଭାବେ ଆଦୃତି ଲାଭ କରିଥିଲା ।[] ୧୯୯୪ ମସିହାରେ ବାଚସ୍ପତି ଯୁଧିଷ୍ଠିର ଦାସ ଏହାକୁ ରାଜ୍ୟ ସଙ୍ଗୀତ ଭାବରେ ମାନ୍ୟତା ଦେବା ପାଇଁ ବିଧାନ ସଭାରେ ନିଷ୍ପତି ନେଇଥିଲେ । ୨୧/୧୨/୧୯୯୪ ତାରିଖରେ ବିଧାନ ସଭାରେ ସମସ୍ତ ସଦସ୍ୟ ଦଣ୍ଡାୟମାନ ହୋଇ ଏହାକୁ ଜାତୀୟ ସଙ୍ଗୀତ ପରି ସମ୍ମାନର ସହିତ ଗାନ କରିଥିଲେ । ସେବେଠାରୁ ବିଧାନ ସଭାରେ ଏହି ପରମ୍ପରା ଚାଲି ଆସିଛି । ୨୦୦୨ ମସିହା ପର୍ଯ୍ୟନ୍ତ ଏହି ମାନ୍ୟତା ନମିଳିଥିବାରୁ, ବିଧାନ ସଭାରେ ପୁନଶ୍ଚ ଆଲୋଚନା ହୋଇଥିଲା । ବାଚସ୍ପତି ଶରତ କୁମାର କର ଏହି ଆଲୋଚନା ମାଧ୍ୟମରେ ସରକାରଙ୍କୁ ବିଧିବଦ୍ଧ ସର୍କୁଲାର ଜାରୀ କରି ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୦୩ ମସିହାରେ ଶରତ କରଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକ ବସି, ଏହି ଦିଗରେ କିଛି ନିଷ୍ପତି ନିଆଯାଇଥିଲା । ୧) ସଙ୍ଗୀତର ପ୍ରଥମ, ଚତୁର୍ଥ ଓ ଶେଷ ପଦକୁ ରାଜ୍ୟ ସଙ୍ଗୀତ ଭାବରେ ଗାନ କରାଯିବ । ୨) ରାଜ୍ୟ ସଙ୍ଗୀତର ଅବଧି ୭୦ରୁ ୯୦ ସେକେଣ୍ଡ ରହିବ । ୩) ଆକାଶବାଣୀରେ ବାଳକୃଷ୍ଣ ଦାଶଙ୍କର ପରିବେଶିତ ମୂଳ କଣ୍ଠସ୍ୱର ଏହାର ସ୍ୱର ହେବ । ୪) କେବଳ ରାଜ୍ୟ ସଂସ୍କୃତି ଓ ଲୋକସମ୍ପର୍କ ବିଭାଗ ଏହି ସଙ୍ଗୀତକୁ ରେକର୍ଡ଼ କରିପାରିବେ । ୨୦୦୫ ଡିସେମ୍ବର ୭ ତାରିଖରେ, ରାଜ୍ୟ ଗୃହ ବିଭାଗ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଏ ଦିଗରେ ସ୍ପଷ୍ଟିକରଣ ମାଗିଥିଲେ । ୨୦୦୬ ଜୁଲାଇ ୧୨ତାରିଖରେ କେନ୍ଦ୍ର ସରକାର ସ୍ପଷ୍ଟିକରଣ ଦେଇଥିଲେ ଯେ, ରାଜ୍ୟ ସଙ୍ଗୀତ ମାନ୍ୟତା ସମ୍ବିଧାନସମ୍ମତ ନୁହେଁ । ୨୦୦୬ ଅଗଷ୍ଟ ୨୬ ତାରିଖରେ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକରେ ନିଷ୍ପତି ନିଆଗଲା ଯେ, ଜାତୀୟ ସଙ୍ଗୀତ ଢାଞ୍ଚାରେ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ରାଜ୍ୟ ବିଧାନ ସଭାରେ ଏକ ବିଲ ଆଗତ କରାଯିବ । ୨୦୧୨ରେ ସଂସ୍କୃତି ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତ ଦିଆଯିବାକୁ ନିଷ୍ପତି ନିଆଗଲା ଓ ଗୃହ ବିଭାଗ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଯାଇଥିଲା । ଏହି ବୈଠକରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଦୁଇଟି ଫର୍ମାଟକୁ ଅନୁମୋଦନ ପାଇଁ ଗୃହ ବିଭାଗକୁ ପଠା ଯାଇଥିଲା । ଗୋଟିଏ ଫର୍ମାଟ ବିନା ବାଦ୍ୟଯନ୍ତ୍ରରେ କେବଳ କଣ୍ଠ ସଙ୍ଗୀତ ଓ ଅନ୍ୟଟି ପୁଲିସ ବ୍ୟାଣ୍ଡ ସହାୟତାରେ ପ୍ରସ୍ତୁତ ସଙ୍ଗୀତ ଥିଲା ।[] ୨୦୧୯ ନଭେମ୍ବର ୧୧ ତାରିଖରେ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ସିଆର ଦାଶଙ୍କ ଅଧିନରେ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ୬ ମାସ ମଧ୍ୟରେ ଏହି ମାମଲାରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।[] ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ[] ଓଡ଼ିଶାରେ କୋଭିଡ-୧୯ ମହାମାରୀ ସମୟରେ ବିଭିନ୍ନ ସେବା କାର୍ଯ୍ୟ କରୁଥିବା କୋଭିଡ ଯୋଦ୍ଧାମାନଙ୍କ ସମ୍ମାନରେ ବିଶ୍ୱର ବିଭିନ୍ନ ସ୍ଥାନରେ ଓଡ଼ିଆ ଲୋକମାନେ ୩୦ ମଇ ୨୦୨୦ ସନ୍ଧ୍ୟା ୫.୩୦ ଏହି ଗୀତ ଗାଇଥିଲେ ।[]

୨୦୨୦ ମସିହା ଜୁନ ୦୭ ତାରିଖରେ ଓଡ଼ିଶା ସରକାର ଏହି ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଥିଲେ ।[] କାନ୍ତକବିଙ୍କ ସମ୍ପୂର୍ଣ୍ଣ ଗୀତକୁ ରାଜ୍ୟ ସଙ୍ଗୀତ ଭାବରେ ଗ୍ରହଣ କରାଯାଏ । ରାଜ୍ୟ ସଙ୍ଗୀତର ଅବଧି ୨ ମିନିଟ ୧୧ ସେକେଣ୍ଡ ରହିଥାଏ । ବାଳକୃଷ୍ଣ ଦାଶଙ୍କ ପ୍ରସ୍ତୁତ ଶୈଳୀରେ ହିଁ ଏହା ଗାନ କରାଯାଏ । ଏହାକୁ ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ସ୍କୁଲ ଛୁଟି ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀ ଏହି ସଙ୍ଗୀତ ଗାନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି ।[]

କବିତାର ପଦାବଳୀ

[ସମ୍ପାଦନା]

frehy7x59zitz84sots5oz5i4s5aoyx8tz

[୧୦]

  1. "Odisha Cabinet decides to confer state song status to Bande Utkala Janani". www.outlookindia.com. outlook india. Retrieved 7 June 2020.
  2. K. M. George (1992). Modern Indian Literature, an Anthology: Surveys and poems. Sahitya Akademi. pp. 305–. ISBN 978-81-7201-324-0.
  3. "The Story of Vande Utkal Janani The National Song of Orissa" (PDF). Orissa Review (April 2005): 20, 21. Archived from the original (PDF) on 30 March 2023. Retrieved 30 May 2020.
  4. ଦିଲୀପ ଦାଶଶର୍ମା. "ରାଜ୍ୟ ସଙ୍ଗୀତ ମାନ୍ୟତା". www.dharitri.com. ଧରିତ୍ରୀ. Archived from the original on 30 May 2020. Retrieved 30 May 2020.
  5. "'ରାଜ୍ୟ ସଙ୍ଗୀତ' ନୁହେଁ ବନ୍ଦେ ଉତ୍କଳ ଜନନୀ". odishareporter.in. odishareporter.in. Archived from the original on 30 May 2020. Retrieved 30 May 2020. {{cite web}}: |archive-date= / |archive-url= timestamp mismatch; 7 ଜୁନ 2020 suggested (help)
  6. "Naveen Patnaik requests people to recite 'Bande Utkal Janani' on May 30 to honour COVID-19 warriors". www.newindianexpress.com. The New Indian Express. Retrieved 7 June 2020.
  7. "Odias croon 'Bande Utkal Janani' to honour corona warriors". timesofindia.indiatimes.com. The Times of India. Retrieved 7 June 2020.
  8. "'Bande Utkal Janani' accorded Odisha anthem status". www.newindianexpress.com. The New Indian Express. Retrieved 7 June 2020.
  9. "ବନ୍ଦେ ଉତ୍କଳ ଜନନୀ". No. ସମ୍ବାଦ ରବିବାର ୧୪ ଜୁନ ୨୦୨୦. p. ୩. Archived from the original on 17 June 2020. Retrieved 17 June 2020.
  10. "ବନ୍ଦେ ଉତ୍କଳ ଜନନୀ". www.odiasahitya.com. odiasahitya.com. Archived from the original on 21 February 2020. Retrieved 30 May 2020.