ପବିତ୍ର ଘୋଷଯାତ୍ରାର ମହାର୍ଘ ଅବସର I ଶ୍ରୀକ୍ଷେତ୍ରରେ ତିନି ରଥରେ ବିରାଜମାନ ହୋଇ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ I ଜଗତର ନାଥ ଜଗନ୍ନାଥଙ୍କ ଅଭୟ ଆଶିଷରୁ ସଭିଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିସମ୍ପନ୍ନ ହେଉ I #ଜୟଜଗନ୍ନାଥ #JayJagannath #Puri #RathYatra2024
Electronics & Information Technology Department, Government of Odisha
Technology, Information and Internet
Bhubaneswar, Odisha 13,853 followers
Official LinkedIn handle of the Electronics & Information Technology Department, Government of Odisha.
About us
Official LinkedIn handle of Electronics & Information Technology Department, Government of Odisha.
- Website
-
https://it.odisha.gov.in/
External link for Electronics & Information Technology Department, Government of Odisha
- Industry
- Technology, Information and Internet
- Company size
- 201-500 employees
- Headquarters
- Bhubaneswar, Odisha
- Type
- Government Agency
Locations
-
Primary
Bhubaneswar, Odisha, IN
Employees at Electronics & Information Technology Department, Government of Odisha
Updates
-
An awareness Workshop on the #CallBeforeUDig Application was organised in coordination with Dept of Telecommunications, India. The #CBuD Mobile App helps in protection of damages to underground assets and in facilitating coordination between digging agencies & underground utility asset owners. Director, Rural, DoT, Odisha LDA gave a detailed presentation on the CBuD app to participants from different departments, Block HQs, District HQs and ULBs through video conference. Spl. Secy, Electronics and IT Dept, Odisha & other officials from Odisha unit of Dept of Telecommunications under Ministry of Telecommunications were present on the occasion.
-
-
ରାଜ୍ୟବାସୀଙ୍କୁ #EGov ଦ୍ଵାରା ମିଳିବ ଉତ୍କୃଷ୍ଟ ସେବା I ନିବେଶ ଜରିଆରେ ଯୁବାଙ୍କ ପାଇଁ ସୃଷ୍ଟି ହେବ କର୍ମନିଯୁକ୍ତି I ଗ୍ରାମାଞ୍ଚଳରେ ଇଣ୍ଟେରନେଟ ଓ ମୋବାଇଲ ସେବାର ହେବ ଆଧୁନିକୀକରଣ I ଇଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବିଭାଗୀୟ କାର୍ଯ୍ୟର ସମୀକ୍ଷା କରି ଏନେଇ ଗୁରୁତ୍ଵାରୋପ କରିଛନ୍ତି I #ବିକଶିତଓଡ଼ିଶା
-
-
India's most precious gift to the world, the practice of #Yoga unites mind, body and soul for inner peace, spirituality and overall wellness. On #InternationalYogaDay2024, let's inculcate yoga in our lifestyle and reap its myriad benefits for a healthier future.
-
-
ବିଭାଗୀୟ ସଚିବ ଶ୍ରୀ ବିଶାଲ ଦେବ ମାନ୍ୟବର ମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ଵାଗତ ଜଣାଇଥିଲେ I ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହିତ ସବିଶେଷ ଆଲୋଚନା କରିବା ସହ #EGovernance ମାଧ୍ୟମରେ ତୃଣମୂଳ ସ୍ତରରେ ଜନସାଧାରଣଙ୍କୁ ଉତ୍କୃଷ୍ଟ ଜନସେବା ପ୍ରଦାନ ନିମନ୍ତେ ଆହ୍ବାନ ଦେଇଥିଲେ। Odisha Computer Application Centre
-
-
ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଆଜି ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, Odisha Computer Application Centre କାର୍ଯ୍ୟାଳୟକୁ ଆସି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି I #ବିକଶିତଓଡ଼ିଶା
-
-
ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ତରଫରୁ ଡକ୍ଟର ମୁକେଶ ମହାଲିଙ୍ଗଙ୍କୁ ବିଭାଗର ମାନ୍ୟବର ମନ୍ତ୍ରୀଭାବେ ଦାୟିତ୍ବ ମିଳିଥିବାରୁ ସ୍ୱାଗତ ଜଣାଉଛୁ। ମାନ୍ୟବର ମନ୍ତ୍ରୀଙ୍କ ଗତିଶୀଳ ନେତୃତ୍ୱ ଏବଂ ଦୂରଦୃଷ୍ଟି ରାଜ୍ୟର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗରେ ଏକ ନବସୃଜନ ଆଣିବାସହ ଏହି କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଆଶା କରୁଛୁ। #ବିକଶିତଓଡ଼ିଶା
-
-
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ମାନ୍ୟବର ଶ୍ରୀ @MohanMOdisha, ଉପମୁଖ୍ୟମନ୍ତ୍ରୀ ଶ୍ରୀ @KVSinghDeo1 ଓ ଶ୍ରୀମତୀ @Pravatipridabjp ଙ୍କ ସହ ନୂତନ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସାମଗ୍ରିକ ବିକାଶ ଦିଗରେ ସରକାରଙ୍କ ଏହି କାର୍ଯ୍ୟକାଳ ସଫଳ ପ୍ରତିପାଦିତ ହେଉ। #ବିକଶିତଓଡ଼ିଶା
-
-
With round the clock operational advantages #Odisha’s Incentive Management System, ims.odisha.gov.in offers 100% reimbursement of #ESI & #EPF expenses of IT units up-to ₹5 Cr. Per/yr for a period of 3 yrs. Assured reimbursements are also offered for investments in Non-BDA area.
-
-
#Odisha's innovative online incentive management system, ims.odisha.gov.in has ushered in globally competitive growth opportunities for #IT businesses in the State by providing 30% subsidy for fixed expenses in infra, networking, related hardware & software.
-